ପରିଚୟପତ୍ର ନ ଥିବା ଶ୍ରମିକ ବି ପାଇବେ ଦୁର୍ଘଟଣା ସହାୟତା

ବ୍ରହ୍ମପୁର: ଶ୍ରମିକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଛନ୍ତି ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ। ବ୍ରହ୍ମପୁର ଓ ଛତ୍ରପୁର ଶ୍ରମ ଅଧିକାରୀଙ୍କ ସହ ସେ ଆଲୋଚନା କରି ସରକାରଙ୍କ ଯୋଜନା ସମ୍ପର୍କରେ ବ୍ରହ୍ମପୁରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଶ୍ରମିକଙ୍କ ପରିଚୟ ପତ୍ର ନ ଥିଲେ ମଧ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୧ଲକ୍ଷ ଓ ଚିକିତ୍ସା ବାବଦକୁ ୫୦ହଜାର ଟଙ୍କ।ର […]

ganjei

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 04:19 AM IST

ବ୍ରହ୍ମପୁର: ଶ୍ରମିକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଛନ୍ତି ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ। ବ୍ରହ୍ମପୁର ଓ ଛତ୍ରପୁର ଶ୍ରମ ଅଧିକାରୀଙ୍କ ସହ ସେ ଆଲୋଚନା କରି ସରକାରଙ୍କ ଯୋଜନା ସମ୍ପର୍କରେ ବ୍ରହ୍ମପୁରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଶ୍ରମିକଙ୍କ ପରିଚୟ ପତ୍ର ନ ଥିଲେ ମଧ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୧ଲକ୍ଷ ଓ ଚିକିତ୍ସା ବାବଦକୁ ୫୦ହଜାର ଟଙ୍କ।ର ଆର୍ଥିକ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି।

Related story