ବେଲ୍‌ ପାଇଁ ବାଟ ଦେଖାଇଛି ପୁଲିସ: ଆଡଭୋକେଟ ଧରଣୀଧର

କଟକ:(ଓଡ଼ିଶା ରିପୋର୍ଟର): ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଜାମିନ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ପୁଲିସ ଏତଲାରେ କୋହଳ ଦଫା ଲଗାଇଥିବାରୁ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଥିବା ସେ କହିଛନ୍ତି। ଆକ୍ରମଣରେ ପରବିନ୍ଦର ଗୁରୁତର ଆହତ ହେବା ସହ ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିଲେ ମଧ୍ୟ ପୁଲିସ ୩୦୭ ଦଫା ବଦଳରେ ୩୨୩ ଓ ୩୪୧ ଦଫା ଲଗାଇଥିଲା। ଏପରିକି ପରବିନ୍ଦର ତାଙ୍କ […]

nn1

nn1

Tapas Behera
  • Published: Friday, 17 January 2020
  • Updated: 17 January 2020, 05:08 PM IST

କଟକ:(ଓଡ଼ିଶା ରିପୋର୍ଟର): ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଜାମିନ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ପୁଲିସ ଏତଲାରେ କୋହଳ ଦଫା ଲଗାଇଥିବାରୁ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଥିବା ସେ କହିଛନ୍ତି।

ଆକ୍ରମଣରେ ପରବିନ୍ଦର ଗୁରୁତର ଆହତ ହେବା ସହ ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିଲେ ମଧ୍ୟ ପୁଲିସ ୩୦୭ ଦଫା ବଦଳରେ ୩୨୩ ଓ ୩୪୧ ଦଫା ଲଗାଇଥିଲା।

ଏପରିକି ପରବିନ୍ଦର ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ ମଧ୍ୟ ପୁଲିସ କୋହଳ ଦଫା ଲଗାଇଥିବାରୁ ଅଭିଯୁକ୍ତମାନଙ୍କୁ ସହଜରେ ଜାମିନ ମିଳିଗଲା ବୋଲି ସେ କହିଛନ୍ତି।

ଆକ୍ରମଣର ଶିକାର ବ୍ୟକ୍ତି ଏତଲା ଦେଲା ବେଳେ ଦଫା କଥା ଉଲ୍ଲେଖ କରନ୍ତି ନାହିଁ। ପୁଲିସ ପ୍ରମାଣ ଆଧାରରେ ଦଫା ରୁଜୁ କରିଥାଏ। ପରବିନ୍ଦରଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଜାମିନ ଯୋଗ୍ୟ ଦଫା ଲଗାଇଥିବାରୁ ସେମାନଙ୍କୁ ଜାମିନ ମିଳିଛି ବୋଲି କହିବା ସହ ତଦନ୍ତ ପ୍ରକ୍ରିୟାକୁ ପ୍ରଶ୍ନ ଉଠାଇଛନ୍ତି ଧରଣୀଧର। ଅନ୍ୟ ପଟେ ଏହି ଘଟଣାକୁ ନେଇ ଭୟଭିତ ରହିଛନ୍ତି ପରବିନ୍ଦର। ଆଶା ଆଶଙ୍କାରେ ରହିଥିବା ପରବିନ୍ଦର କହିଛନ୍ତି ଯେ, ପୁରୀ ମଙ୍ଗୁ ମଠ ଭଙ୍ଗା ଘଟଣାକୁ ପ୍ରତିବାଦ କରିଥିବାରୁ ରାଗ ରଖି ତାଙ୍କୁ ଆକ୍ରମଣ କରାଯାଇଥାଇପାରେ।

ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗୁ ମଠ ଉଚ୍ଛେଦକୁ ହୋଇଥିବା ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ ପରବିନ୍ଦର। ଏପରିକି ତାଙ୍କୁ ଅମ୍ରିତସର ମଧ୍ୟ ଡକାଯାଇଥିଲା। ହୁଏତ ଏହି ସବୁ କାରଣ ପାଇଁ ରାଗ ରଖି ତାଙ୍କୁ ଆକ୍ରମଣ କରାଯାଇଥାଏ ପାରେ ବୋଲି ପରବିନ୍ଦର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story