ଏଣିକି ଫଟାଫଟ ହେଉଛି ପାସପୋର୍ଟ ଭେରିଫିକେସନ୍‌, ଜାଣନ୍ତୁ, କେତେ ଦିନ ଲାଗୁଛି ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାସପୋର୍ଟ ଭେରିଫିକେସନ୍‌ ପାଇଁ ଆଉ ହେବାକୁ ପଡ଼ିବନି ହଟହଟା। ପୂର୍ବରୁ ଏଥିନିମନ୍ତେ ମାସ ମାସ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ଏବେ  ଆବେଦନର ମାତ୍ର ୪ ଦିନ ଭିତରେ ହୋଇଯାଉଛି ପାସପୋର୍ଟ ଭେରିଫିକେସନ୍  । 5T ଅଧୀନରେ ଏପରି ବୈପ୍ଳବିକ ପରିବର୍ତ୍ତନ ଅଣାଯାଇଥିବା କହିଛନ୍ତି ପୁଲିସ୍‌ ଡିଜି ଅଭୟ। ଏଥିସହ ସେ କହିଛନ୍ତି,  ସମଗ୍ର ଭାରତରେ ତତ୍‌କାଳ ପାସପୋର୍ଟ ଭେରିଫିକେସନ୍‌ ହେଉଥିବା ରାଜ୍ୟ ମଧ୍ୟରେ ଏବେ ଓଡ଼ିଶା ବି ସାମିଲ ହୋଇପାରିଛି। ଏନେଇ ଡିଜି […]

passport

passport

Niharika Rout
  • Published: Saturday, 02 October 2021
  • Updated: 02 October 2021, 12:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାସପୋର୍ଟ ଭେରିଫିକେସନ୍‌ ପାଇଁ ଆଉ ହେବାକୁ ପଡ଼ିବନି ହଟହଟା। ପୂର୍ବରୁ ଏଥିନିମନ୍ତେ ମାସ ମାସ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ଏବେ  ଆବେଦନର ମାତ୍ର ୪ ଦିନ ଭିତରେ ହୋଇଯାଉଛି ପାସପୋର୍ଟ ଭେରିଫିକେସନ୍  । 5T ଅଧୀନରେ ଏପରି ବୈପ୍ଳବିକ ପରିବର୍ତ୍ତନ ଅଣାଯାଇଥିବା କହିଛନ୍ତି ପୁଲିସ୍‌ ଡିଜି ଅଭୟ। ଏଥିସହ ସେ କହିଛନ୍ତି,  ସମଗ୍ର ଭାରତରେ ତତ୍‌କାଳ ପାସପୋର୍ଟ ଭେରିଫିକେସନ୍‌ ହେଉଥିବା ରାଜ୍ୟ ମଧ୍ୟରେ ଏବେ ଓଡ଼ିଶା ବି ସାମିଲ ହୋଇପାରିଛି।

ଏନେଇ ଡିଜି କହିଛନ୍ତି, “୨୦୨୧ରେ ନିଷ୍ପତ୍ତି ନେଲୁ ପାସପୋର୍ଟ ଭେରିଫିକେସନ 5T  ଅଧୀନକୁ ଆଣି ଆବେଦନକାରୀଙ୍କୁ ତତ୍‌କାଳ ସୁବିଧା ଉପଲବ୍ଧ କରାଇବୁ। ଏଥିନିମନ୍ତେ ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ ହୋଇଗଲା।  ସବୁ ଥାନାକୁ ଗୋଟିଏ ଲେଖା ଟାବଲେଟ   ଦିଆଗଲା। ସେଥିରେ ପାସପୋର୍ଟ ଭେରିଫିକେସନ ପାଇଁ ଆପ୍‌ ଇନଷ୍ଟଲ କରାଗଲା। ଏହି ବର୍ଷ ଏହି କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି।”

ଅଗଷ୍ଟ ମାସରେ ପାସପୋର୍ଟ ଭେରିଫିକେସନ ଟାଇମ୍‌ ୬ ଦିନ ଥିଲା। ସେପ୍ଟେମ୍ବର ପ୍ରଥମ ୧୫ ଦିନରେ ମାତ୍ର ୪ ଦିନରେ ହୋଇଯାଉଛି ଏହି କାମ ।   ପୂର୍ବାପେକ୍ଷା  ଏବେ ଖୁବ୍‌ କମ୍ ସମୟ ମଧ୍ୟରେ ପାସ୍‌ପୋର୍ଟ ଭେରିଫିକେସନ  ହୋଇପାରୁଥିବା ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ ।

ପୂର୍ବରୁ ୨୦୧୭ ମସିହାରେ ପାସ୍‌ପୋର୍ଟ ଭେରିଫିକେସନ ପାଇଁ ହାରାହାରି ୯୯ ଦିନ ଲାଗୁଥିବା ବେଳେ ଏବେ ତାହା କମି କମି ୪ ଦିନରେ ପହଞ୍ଚିଲାଣି। ଏଥିନିମନ୍ତେ ରାଜ୍ୟର  ସମସ୍ତ ଥାନା ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ପୁଲିସ ଡିଜି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story