ଜେଲ୍‌ରେ କେତେ ନମ୍ବର ସେଲରେ ରାତି କାଟିଲେ ପାଟଣାଗଡ଼ ବିଧାୟକ

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ଏବେ ଜେଲ୍‌ରେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ପାଟଣାଗଡ଼ ଉପକାରାଗାରର ୪ ନମ୍ବର ସେଲ୍ ସରୋଜଙ୍କ ଠିକଣା ପାଲଟିଛି। ଗତକାଲି ଜେଲ୍‌ରେରାତି କାଟିଛନ୍ତି ବିଧାୟକ। ଆଜି ବିଧାୟକ ସରୋଜ ମେହେର ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ୍‌ରେ ଯୋଗ ଦେଇଥାନ୍ତେ। ତା’ପୂର୍ବରୁ ପୁଲିସ୍ ତାଙ୍କୁ ଗିରଫ କରିଥିଲା।  କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍ କରାଇବା ମାମଲାରେ ବିଭିନ୍ନ ଦିଗରୁ ଚାପ ପଡ଼ିବା ପରେ ତାଙ୍କୁ ଗତକାଲି ଗିରଫ କରିଥିଲା ପୁଲିସ। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ […]

saroj-kumar-759

saroj-kumar-759

Tapas Behera
  • Published: Tuesday, 25 June 2019
  • Updated: 25 June 2019, 12:27 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ଏବେ ଜେଲ୍‌ରେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ପାଟଣାଗଡ଼ ଉପକାରାଗାରର ୪ ନମ୍ବର ସେଲ୍ ସରୋଜଙ୍କ ଠିକଣା ପାଲଟିଛି। ଗତକାଲି ଜେଲ୍‌ରେରାତି କାଟିଛନ୍ତି ବିଧାୟକ।

ଆଜି ବିଧାୟକ ସରୋଜ ମେହେର ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ୍‌ରେ ଯୋଗ ଦେଇଥାନ୍ତେ। ତା’ପୂର୍ବରୁ ପୁଲିସ୍ ତାଙ୍କୁ ଗିରଫ କରିଥିଲା।  କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍ କରାଇବା ମାମଲାରେ ବିଭିନ୍ନ ଦିଗରୁ ଚାପ ପଡ଼ିବା ପରେ ତାଙ୍କୁ ଗତକାଲି ଗିରଫ କରିଥିଲା ପୁଲିସ।

ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଦିବାସୀ ସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଆନ୍ଦୋଳନ ସ୍ଥଗିତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story