ଜୟପୁରରେ ପଥୋତ୍ସବ: ଖେଳକୁଦ ଓ ନାଚଗୀତର ମଜା ଉଠାଉଛନ୍ତି ଲୋକେ

<p>ଜୟପୁର: ରାଜଧାନୀ ଭୁବନେଶ୍ୱରରେ ପଥୋତ୍ସବ ଭଳି କୋରାପୁଟ ଜିଲ୍ଲା ଜୟପୁରରେ ଆରମ୍ଭ ହୋଇଛି ପଥୋତ୍ସବ। ଏହାର ନାଁ ରଖାଯାଇଛି ସହିଦ ଲକ୍ଷ୍ଣଣ ନାୟକ ପଥୋତ୍ସବ। ପଥୋତ୍ସବରେ ସାମିଲ ହେବା ପାଇଁ ଆଜି ସକାଳୁ ସକାଳୁ ଜୟପୁର ମୁଖ୍ୟ ରାସ୍ତାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ରାସ୍ତା ଉପରେ ଖେଳକୁଦ ଓ ନାଚଗୀତ ଆଦି କାର୍ଯ୍ୟକ୍ରମ କରାଯାଇଛି।</p> <p>କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଥୋତ୍ସବର ଆୟୋଜନ ହୋଇଛି।&nbsp; ପୂର୍ବତନ ବିଜେଡି ବିଧାୟକ ରବିନାରାୟଣ ନନ୍ଦ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ କୋରାପୁଟ ଉପଜିଲ୍ଲାପାଳ ଏହାକୁ ଉଦଘାଟନ କରିଥିଲେ।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 11:02 AM IST

Sports

Latest News

<p>ଜୟପୁର: ରାଜଧାନୀ ଭୁବନେଶ୍ୱରରେ ପଥୋତ୍ସବ ଭଳି କୋରାପୁଟ ଜିଲ୍ଲା ଜୟପୁରରେ ଆରମ୍ଭ ହୋଇଛି ପଥୋତ୍ସବ। ଏହାର ନାଁ ରଖାଯାଇଛି ସହିଦ ଲକ୍ଷ୍ଣଣ ନାୟକ ପଥୋତ୍ସବ। ପଥୋତ୍ସବରେ ସାମିଲ ହେବା ପାଇଁ ଆଜି ସକାଳୁ ସକାଳୁ ଜୟପୁର ମୁଖ୍ୟ ରାସ୍ତାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ରାସ୍ତା ଉପରେ ଖେଳକୁଦ ଓ ନାଚଗୀତ ଆଦି କାର୍ଯ୍ୟକ୍ରମ କରାଯାଇଛି।</p><p>କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଥୋତ୍ସବର ଆୟୋଜନ ହୋଇଛି।&nbsp; ପୂର୍ବତନ ବିଜେଡି ବିଧାୟକ ରବିନାରାୟଣ ନନ୍ଦ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ କୋରାପୁଟ ଉପଜିଲ୍ଲାପାଳ ଏହାକୁ ଉଦଘାଟନ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos