ପେନସନ୍ ପ୍ରଦାନରେ ସ୍ୱଚ୍ଛତା ପାଇଁ ପୋର୍ଟାଲ୍ ସେବା ଆରମ୍ଭ

ଭୁବନେଶ୍ୱର: ପେନସନ ପ୍ରଦାନରେ ସ୍ୱଚ୍ଛତା ପାଇଁ ପୋର୍ଟାଲ ସେବା ଆରମ୍ଭ ହୋଇଛି। ଆଜି ସମନ୍ୱିତ ଆର୍ଥିକ ପରିଚାଳନା ପଦ୍ଧତି ବା ଆଇଏଫ୍ଏମ୍ଏସ୍ ଓଡ଼ିଶା ପୋର୍ଟାଲକୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ପଦ୍ଧତିଟି କାର୍ଯ୍ୟକାରୀ ହେଲେ ରାଜ୍ୟ ସରକାରଙ୍କ ପାଇଁ ବଜେଟ୍, ସମ୍ୱଳ ପରିଚାଳନା, ଆର୍ଥିକ ବ୍ୟବସ୍ଥାର ସୁନିୟନ୍ତ୍ରଣ, ସ୍ୱଚ୍ଛତା ବୃଦ୍ଧି କାର୍ଯ୍ୟ ସହଜ ହେବ। ସେହିପରି ଆଜି ମୁଖ୍ୟମନ୍ତ୍ରୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହାଦ୍ୱାରା ପେନସନ ଭୋଗୀ ଅନଲାଇନରେ ଜୀବନ ପ୍ରମାଣପତ୍ର […]

cm1

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 11:49 AM IST

ଭୁବନେଶ୍ୱର: ପେନସନ ପ୍ରଦାନରେ ସ୍ୱଚ୍ଛତା ପାଇଁ ପୋର୍ଟାଲ ସେବା ଆରମ୍ଭ ହୋଇଛି। ଆଜି ସମନ୍ୱିତ ଆର୍ଥିକ ପରିଚାଳନା ପଦ୍ଧତି ବା ଆଇଏଫ୍ଏମ୍ଏସ୍ ଓଡ଼ିଶା ପୋର୍ଟାଲକୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ପଦ୍ଧତିଟି କାର୍ଯ୍ୟକାରୀ ହେଲେ ରାଜ୍ୟ ସରକାରଙ୍କ ପାଇଁ ବଜେଟ୍, ସମ୍ୱଳ ପରିଚାଳନା, ଆର୍ଥିକ ବ୍ୟବସ୍ଥାର ସୁନିୟନ୍ତ୍ରଣ, ସ୍ୱଚ୍ଛତା ବୃଦ୍ଧି କାର୍ଯ୍ୟ ସହଜ ହେବ। ସେହିପରି ଆଜି ମୁଖ୍ୟମନ୍ତ୍ରୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହାଦ୍ୱାରା ପେନସନ ଭୋଗୀ ଅନଲାଇନରେ ଜୀବନ ପ୍ରମାଣପତ୍ର ଦେଇପାରିବେ। ଉତ୍ସବରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ଆର୍ ବାଲକ୍ରିଷ୍ଣନ୍ ଉପସ୍ଥିତ ଥିଲେ।

Related story