ପିଇଓଙ୍କୁ ତାଲା ପକାଇଲେ ଲୋକେ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରୋଶରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମରା ପଞ୍ଚାୟତର ପିଇଓ କାଳୀପଦ କୀର୍ତ୍ତନିଆ ନାକେଦମ୍ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଗତକାଲି ପଲ୍ଲୀସଭା ଥିବାରୁ ଲୋକମାନେ ସକାଳ ୧୦ଟାରୁ ପିଇଓଙ୍କୁ ଅପେକ୍ଷା କରିଥିଲେ। ହେଲେ ପିଇଓ ଅପରାହ୍ନ ୪ଟାରେ ପହଞ୍ଚିଥିଲେ। ଏହାକୁ ନେଇ ଲୋକମାନେ ଉତ୍ତ୍ୟକ୍ତ ହୋଇପଡିଥିଲେ। ପିଇଓଙ୍କୁ ସେମାନେ ଦୀର୍ଘ ସମୟ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ। ଏନେଇ ଖବର ପାଇ ଝରିଗାଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି […]

umercourt

umercourt

Jyoshna Pradhan
  • Published: Thursday, 12 September 2019
  • Updated: 12 September 2019, 09:58 AM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରୋଶରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମରା ପଞ୍ଚାୟତର ପିଇଓ କାଳୀପଦ କୀର୍ତ୍ତନିଆ ନାକେଦମ୍ ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ, ଗତକାଲି ପଲ୍ଲୀସଭା ଥିବାରୁ ଲୋକମାନେ ସକାଳ ୧୦ଟାରୁ ପିଇଓଙ୍କୁ ଅପେକ୍ଷା କରିଥିଲେ। ହେଲେ ପିଇଓ ଅପରାହ୍ନ ୪ଟାରେ ପହଞ୍ଚିଥିଲେ। ଏହାକୁ ନେଇ ଲୋକମାନେ ଉତ୍ତ୍ୟକ୍ତ ହୋଇପଡିଥିଲେ। ପିଇଓଙ୍କୁ ସେମାନେ ଦୀର୍ଘ ସମୟ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ।

ଏନେଇ ଖବର ପାଇ ଝରିଗାଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପିଇଓଙ୍କୁ ଛାଡି ଥିଲେ। ଏହାପୂର୍ବରୁ ପଞ୍ଚାୟତର ଅନେକ ଘୋଟାଲାକୁ ନେଇ ଗ୍ରାମବାସୀ ବ୍ଲକ ସ୍ତରରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଛନ୍ତି। ତଥାପି ଦୁର୍ନୀତିକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆନଯିବାରୁ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ହୋଇପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story