ବର୍ଷା ଛାଡ଼ିଛି, ଦୁର୍ଦ୍ଦଶା ବଢ଼ିଛି: ୧୫ଦିନରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ମାଲକାନଗିରି/ବାଲେଶ୍ୱର/ଜଳେଶ୍ୱର/ନୀଳଗିରି/ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ବର୍ଷା ଛାଡ଼ିଛି। ବନ୍ୟାର ପ୍ରକୋପ କମିଛି । ହେଲେ ମାଲକାନଗିରି ଓ ବାଲେଶ୍ୱର ଜିଲ୍ଲାରେ କମିନି ଲୋକଙ୍କ ଦୁର୍ଦ୍ଦଶା। ମାଲକାନଗିରି ଜିଲ୍ଲାରେ ପ୍ରାୟ ୨ ହଜାର ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଅନେକ ଗାଁ ଏବେ ବି ପାଣି ଘେରରରେ ରହିଛି । ସେପଟେ ୧୫ଦିନ ଭିତରେ ପ୍ରଭାବିତ ଜିଲ୍ଲାର ପ୍ରଶାସନକୁ କ୍ଷୟଯତି ରିପୋର୍ଟ ମାଗିଛନ୍ତି ଏସ୍‌ଆର୍‌ସି। ପ୍ରାଥମିକ ଆକଳନରୁ ମାଲକାନ୍‌ଗିରି ଜିଲ୍ଲାରେ ପ୍ରାୟ ୨ ହଜାର ଘର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାପାଳ […]

flood

flood

Tapas Behera
  • Published: Saturday, 22 September 2018
  • Updated: 22 September 2018, 04:40 PM IST

ମାଲକାନଗିରି/ବାଲେଶ୍ୱର/ଜଳେଶ୍ୱର/ନୀଳଗିରି/ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ବର୍ଷା ଛାଡ଼ିଛି। ବନ୍ୟାର ପ୍ରକୋପ କମିଛି । ହେଲେ ମାଲକାନଗିରି ଓ ବାଲେଶ୍ୱର ଜିଲ୍ଲାରେ କମିନି ଲୋକଙ୍କ ଦୁର୍ଦ୍ଦଶା। ମାଲକାନଗିରି ଜିଲ୍ଲାରେ ପ୍ରାୟ ୨ ହଜାର ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଅନେକ ଗାଁ ଏବେ ବି ପାଣି ଘେରରରେ ରହିଛି । ସେପଟେ ୧୫ଦିନ ଭିତରେ ପ୍ରଭାବିତ ଜିଲ୍ଲାର ପ୍ରଶାସନକୁ କ୍ଷୟଯତି ରିପୋର୍ଟ ମାଗିଛନ୍ତି ଏସ୍‌ଆର୍‌ସି। ପ୍ରାଥମିକ ଆକଳନରୁ ମାଲକାନ୍‌ଗିରି ଜିଲ୍ଲାରେ ପ୍ରାୟ ୨ ହଜାର ଘର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି  ।

ଉତ୍ତର ଓଡ଼ିଶାରେ ବି ବନ୍ୟା ଅନେକ କ୍ଷୟକ୍ଷତି କରିଛି। ବାଲେଶ୍ୱର ଜିଲ୍ଲାର ୪ଟି ନଦୀରେ ଆସିଥିବା ବନ୍ୟା ଯୋଗୁଁ ଜିଲ୍ଲାର ୪ଟି ବ୍ଲକ ପ୍ରଭାବିତ ହୋଇଛି । ସଦର ବ୍ଲକ୍‌ରେ ୧୮ଟି ଗାଁ ଏବେ ବି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ବସ୍ତା ବ୍ଲକର ମଥାନି, ବାହାର୍ଦ୍ଦ, ସଦର ବ୍ଲକର ଶ୍ରୀରାମପୁର ଓ ରସୁଲପୁର ଅଧିକ ପ୍ରଭାବିତ ହୋଇଛି। ନୀଳଗିରି ବ୍ଲକର ୧୦ରୁ ଅଧିକ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି। ସେପଟେ ଏସ୍‌ଆର୍‌ସି କହିଛନ୍ତି ମାଲକାନ୍‌ଗିରିରେ ପରିସ୍ଥିତି ସ୍ୱାଭାବିକ୍‌ ହେଉଛି ।

ଜୟପୁରରୁ ମାଲକାନଗିରି, ବାଲିମେଳା ଓ କାଲିମେଳାକୁ ଯାତାୟତ ଆରମ୍ଭ ହୋଇଛି।  ଉତ୍ତର ଓଡ଼ିଶାରେ କେବଳ ବୁଢାବଳଙ୍ଗ ଓ ବୈତରଣୀରେ ଜଳସ୍ତର ଅଧିକ ରହିଛି। ବନ୍ୟା କ୍ଷୟକ୍ଷତି ରିପୋର୍ଟ ୧୫ ଦିନ ଭିତରେ ଦେବାକୁ ପ୍ରଭାବିତ ଜିଲ୍ଲାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story