ସରକାରୀ ଗାଡ଼ି ଯାଞ୍ଚ କଲେ ଲୋକେ: ଉତ୍ତେଜନା, ଲାଠିଚାର୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ପୂରା କଡ଼ାକଡ଼ି ଭାବେ ଏହାକୁ ପାଳନ କରାଯାଉଛି। ଏଥିରେ ଅତିଷ୍ଠ ହୋଇ ଆଜି ଭୁବନେଶ୍ୱରରେ ତାତିଛନ୍ତି ଲୋକେ। ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ବେଳେ ନିରୀହ ଲୋକଙ୍କୁ ପୁଲିସ୍‌ ଧରି ଜୁଲମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ରାଜମହଲ ଛକରେ ବିସ୍ଫୋରଣର ରୂପ ନେଇଛି। ୩ଟି ସରକାରୀ ଗାଡ଼ିର କାଗଜପତ୍ର ଠିକ୍‌ […]

bbsr

bbsr

Jyoshna Pradhan
  • Published: Saturday, 07 September 2019
  • Updated: 07 September 2019, 02:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ପୂରା କଡ଼ାକଡ଼ି ଭାବେ ଏହାକୁ ପାଳନ କରାଯାଉଛି। ଏଥିରେ ଅତିଷ୍ଠ ହୋଇ ଆଜି ଭୁବନେଶ୍ୱରରେ ତାତିଛନ୍ତି ଲୋକେ। ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ବେଳେ ନିରୀହ ଲୋକଙ୍କୁ ପୁଲିସ୍‌ ଧରି ଜୁଲମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।

ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ରାଜମହଲ ଛକରେ ବିସ୍ଫୋରଣର ରୂପ ନେଇଛି। ୩ଟି ସରକାରୀ ଗାଡ଼ିର କାଗଜପତ୍ର ଠିକ୍‌ ନ ଥିବା ସହ ଏଥିପ୍ରତି ପୁଲିସ୍‌ କୋହଳ ମନୋଭାବ ପୋଷଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରତିବାଦରେ ବହୁ ସଂଖ୍ୟକ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌ ଲାଠି ଚାର୍ଜ  କରିଥିବା ଜଣାଯାଇଛି।

ନୂଆ ଟ୍ରାଫିକ୍‌ ନିୟମରେ ଅତିଷ୍ଠ ସାଧାରଣ ଲୋକେ ଆଜି ରାଜମହଲ ଛକରେ ୩ଟି ସରକାରୀ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଛନ୍ତି। ସେଥିମଧ୍ୟରେ ପୁଲିସ ଗାଡ଼ି,  ମୋ ବସ୍, ବିଏମ୍‌ସି ଗାଡ଼ି ରହିଛି। ଏହାର କାଗଜପତ୍ର ଠିକ ନଥିବା ଅଭିଯୋଗ କରି ଏହି ତିନି ଗାଡ଼ିକୁ ଅଟକାଇ ଲୋକେ ହୋହଲ୍ଲା କରିଛନ୍ତି।

ମୋ ବସ୍‌ରେ ଓଭରଲୋଡିଂ ସହ ଡ୍ରାଇଭର ସିଟ୍ ବେଲ୍ଟ ବାନ୍ଧି ନଥିବା ଅଭିଯୋଗ ହୋଇଛି। ସେହିପରି ବିଏମ୍‌ସି ଗାଡ଼ି ଓ ପୁଲିସ ଭ୍ୟାନର କାଗଜପତ୍ର ନଥିବା ମଧ୍ୟ ଅଭିଯୋଗ ହୋଇଛି। ଲୋକଙ୍କ ଆକ୍ରୋଶ ଦେଖି ବିଏମ୍‌ସି ଗାଡ଼ି ଛାଡ଼ି ଡ୍ରାଇଭର ଚମ୍ପଟ ମାରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଚଳାଇଥିବା ବେଳେ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଶେଷ ଖବର ସୁଦ୍ଧା ଉତ୍ତ୍ୟକ୍ତ ଲୋକଙ୍କ ଉପରକୁ ପୁଲିସ୍‌ ଲାଠି ଚାର୍ଜ କରିବା ଆରମ୍ଭ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story