ପିଠିରେ ଥାଳି ରଖି ଚାଲିଛି ଝଡ଼ାଫୁଙ୍କା

କାମାକ୍ଷାନଗର(ରାକେଶ ଦେହୁରୀ): ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ରାଜୁତି ଚାଲିଛି। କୁକୁର କାମୁଡ଼ା ହେଉ ଅବା ସାପ କାମୁଡ଼ା, ଏବେ ବି ହସ୍ପିଟାଲକୁ ନ ଯାଇ ଗାଁରେ ଗୁଣିଆଙ୍କ ପାଖରେ ଝଡ଼ାଫୁଙ୍କା କରୁଛନ୍ତି ଲୋକେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ଗୁଣ୍ଡିଚାନାଳି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗାଁର ଜଣେ ମହିଳାଙ୍କୁ ବିଷାକ୍ତ କୀଟ କାମୁଡ଼ିଥିଲା। ଏହା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନ ନେଇ […]

fred,,,

fred,,,

Tapaswini Nayak
  • Published: Monday, 08 October 2018
  • Updated: 08 October 2018, 09:09 AM IST

Sports

Latest News

କାମାକ୍ଷାନଗର(ରାକେଶ ଦେହୁରୀ): ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ରାଜୁତି ଚାଲିଛି। କୁକୁର କାମୁଡ଼ା ହେଉ ଅବା ସାପ କାମୁଡ଼ା, ଏବେ ବି ହସ୍ପିଟାଲକୁ ନ ଯାଇ ଗାଁରେ ଗୁଣିଆଙ୍କ ପାଖରେ ଝଡ଼ାଫୁଙ୍କା କରୁଛନ୍ତି ଲୋକେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ଗୁଣ୍ଡିଚାନାଳି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଗାଁର ଜଣେ ମହିଳାଙ୍କୁ ବିଷାକ୍ତ କୀଟ କାମୁଡ଼ିଥିଲା। ଏହା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନ ନେଇ ଗାଁର ଜଣେ ଗୁଣିଆ ଭରତ ସାହୁଙ୍କ ପାଖକୁ ଆଣିଥିଲେ। ଭରତ ମହିଳାଙ୍କ ପିଠିରେ ଥାଳି ରଖି ଝଡ଼ାଫୁଙ୍କା କରିଥିଲେ।

ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ସାପ, ହେଉ କି କୁକୁର, କୌଣସି ଜୀବଜନ୍ତୁ କାମୁଡ଼ିଲେ ଲୋକେ ଡାକ୍ତରଖାନା ନ ଯାଇ ଝଡ଼ାଫୁଙ୍କା କରିବା ପାଇଁ ଭରତଙ୍କ ପାଖକୁ ଆସିଥାନ୍ତି। ପ୍ରତିଦିନ ୨୦ରୁ ୩୦ ଜଣ ଲୋକ ତାଙ୍କ ପାଖକୁ ଆସିଥାନ୍ତି।

ଏନେଇ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଧିକାରୀ ରତ୍ନାକର ସାମଲ କହିଛନ୍ତି,“ସଚେତନତାର ଅଭାବ ଯୋଗୁଁ ଏମିତି ସ୍ଥିତି ଉପୁଜିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story