କୋର୍ଟ ଦୁଆରେ ମା’ର ଶବ ରଖି ପୁଅକୁ ବେଲ ଦେବାକୁ ଜିଦ୍

ବୌଦ୍ଧ(ଦୀପକ ଅଦର): ମାଆକୁ ମୁଖାଗ୍ନି ଦେବାକୁ ପୁଅକୁ ମିଳୁନି ବେଲ୍। କୋର୍ଟ ଆଗରେ ଏକ ଆମ୍ବୁଲାନ୍ସ ଭିତରେ ମା’ର ମୃତଦେହ ରହି ବୌଦ୍ଧ କୋର୍ଟ ସମ୍ମୁଖରେ ବସିଛନ୍ତି ସମ୍ପର୍କିୟ। ଗୋଟିଏ ଜିଦ୍ ପୁଅକୁ ବେଲ ଦିଅ। ମୁଖାଗ୍ନି ଦେବାକୁ ପୁଅକୁ ଅଳ୍ପ ସମୟ ପାଇଁ ଛାଡ଼। ମୃତକ ଜଣକ ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ ବିଲସପୁର ଗ୍ରାମ ପଂଚାୟତ ପଦରପଡା ଗ୍ରାମର ବେଟିଖାଇ ସାହୁ। ଏକ ଗଣ୍ଡଗୋଳ ମାମଲାରେ ତାଙ୍କ ପୁଅ ମେଘନାଦ ସାହୁଙ୍କୁ ଗିରଫ କରି […]

deadbody

deadbody

Niranjan Mishra
  • Published: Wednesday, 20 July 2022
  • Updated: 20 July 2022, 05:45 PM IST

Sports

Latest News

ବୌଦ୍ଧ(ଦୀପକ ଅଦର): ମାଆକୁ ମୁଖାଗ୍ନି ଦେବାକୁ ପୁଅକୁ ମିଳୁନି ବେଲ୍। କୋର୍ଟ ଆଗରେ ଏକ ଆମ୍ବୁଲାନ୍ସ ଭିତରେ ମା’ର ମୃତଦେହ ରହି ବୌଦ୍ଧ କୋର୍ଟ ସମ୍ମୁଖରେ ବସିଛନ୍ତି ସମ୍ପର୍କିୟ। ଗୋଟିଏ ଜିଦ୍ ପୁଅକୁ ବେଲ ଦିଅ। ମୁଖାଗ୍ନି ଦେବାକୁ ପୁଅକୁ ଅଳ୍ପ ସମୟ ପାଇଁ ଛାଡ଼। ମୃତକ ଜଣକ ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ ବିଲସପୁର ଗ୍ରାମ ପଂଚାୟତ ପଦରପଡା ଗ୍ରାମର ବେଟିଖାଇ ସାହୁ। ଏକ ଗଣ୍ଡଗୋଳ ମାମଲାରେ ତାଙ୍କ ପୁଅ ମେଘନାଦ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ। ପୁଅ ଜେଲ୍ ଯିବାରୁ ହୃଦଘାତରେ ବାପାଙ୍କର ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁର ୨୦ ଦିନ ପରେ ଆଜି ସଂପୃକ୍ତ ଯୁବକଙ୍କ ମାଆ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସମ୍ପର୍କିୟଙ୍କ ଅଭିଯୋଗ ମୁତାବକ, ଗତ ସେବା ସମବାୟ ନିର୍ବାଚନରେ ଉଭୟ ଗୋଷ୍ଠୀ ଗଣ୍ଡଗୋଳ ସମୟରେ ଲୋକଙ୍କୁ ବୁଝାସୁଝା ବେଳେ କଣ୍ଟାମାଲ ପୁଲିସ ମେଘନାଦଙ୍କୁ ଉଠାଇ ନେଇଥିଲା। ପରେ ତାଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା। ଆଜି ପର୍ଯ୍ୟନ୍ତ ସାହୁ ବଂଶ ନାମରେ ଥାନାରେ କୌଣସି ମାମଲା ହୋଇ ନ ଥିବା ବାରମ୍ବାର କହିବା ସହ ଦୁଃଖରେ ମ୍ରିୟମାଣ ହୋଇ ହୃଦଘାତରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକ ମୃତ ବାପାଙ୍କ ମୁହଁରେ ମୁଖଗ୍ନି ଦେବା ପାଇଁ ପୁଅକୁ ମୁକୁଳାଇବାକୁ ବହୁ ପ୍ରୟାଶ କରିଥିଲେ। ଥାନା ଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ସବୁଠି ଗୁହାରି ଜଣାଇଥିଲେ। ହେଲେ ଅନୁମତି ନ ମିଳିବାରୁ ବାପାଙ୍କ ମୁହଁରେ ପୁଅ ମୁଖାଗ୍ନି ଦେଇପାରି ନ ଥିଲେ।

ଏସବୁ ଘଟଣାକୁ ଚିନ୍ତା କରି ମେଘନାଦଙ୍କ ମା’ ରୁଗ୍ନ ହୋଇପଡ଼ିଥିଲେ। ଘଟଣାର ଠିକ୍ ୨୦ଦିନ ପରେ ଅର୍ଥାତ୍ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ମଧ୍ୟ ପ୍ରାଣତ୍ୟାଗ କରିଛନ୍ତି। ଏହାପରେ ପରିବାର ଲୋକେ ମାଆଙ୍କ ମୃତଦେହକୁ ବୌଦ୍ଧ କୋର୍ଟ ସମ୍ମୁଖରେ ରଖି ଶବ ମୁହଁରେ ମୁଖଗ୍ନି ଦେବାପାଇଁ ପୁଅକୁ ଛାଡ଼ିବାକୁ ଅଡ଼ି ବସିଛନ୍ତି। ଏଭଳି ଅଭାବନୀୟ ଘଟଣା ଆଲୋଚନାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story