ରାଜ୍ୟରେ ମୁଣ୍ଡପିଛା ଋଣବୋଝ ୧୮,୨୨୮ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଜନ୍ମ ନେଉଥିବା ରାଜ୍ୟର ପ୍ରତ୍ୟେକ ଶିଶୁ ମୁଣ୍ଡରେ ୧୮,୨୨୮ ଟଙ୍କାର ଋଣବୋଝ। ବିଶ୍ୱାସ ନହେଲେ ବି ସତ। ୨୦୦୦ ମସିହାରୁ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ତଥାକଥିତ ‘ଲୋକାଭିମୁଖୀ’ ଶାସନର ଏହା ହିଁ ପରିଣାମ। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଓଡ଼ିଶାରେ ମୁଣ୍ଡପିଛା ଋଣଭାର ୧୮,୨୨୮ ଟଙ୍କା ବୋଲି ସୂଚନା ଦେଇଛନ୍ତି। ଏହାସହିତ ୨୦୧୯ […]

money

money

Manoranjan Sial
  • Published: Monday, 15 July 2019
  • Updated: 15 July 2019, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଜନ୍ମ ନେଉଥିବା ରାଜ୍ୟର ପ୍ରତ୍ୟେକ ଶିଶୁ ମୁଣ୍ଡରେ ୧୮,୨୨୮ ଟଙ୍କାର ଋଣବୋଝ। ବିଶ୍ୱାସ ନହେଲେ ବି ସତ। ୨୦୦୦ ମସିହାରୁ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ତଥାକଥିତ 'ଲୋକାଭିମୁଖୀ' ଶାସନର ଏହା ହିଁ ପରିଣାମ।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଓଡ଼ିଶାରେ ମୁଣ୍ଡପିଛା ଋଣଭାର ୧୮,୨୨୮ ଟଙ୍କା ବୋଲି ସୂଚନା ଦେଇଛନ୍ତି। ଏହାସହିତ ୨୦୧୯ ମେ’ ମାସ ସୁଦ୍ଧା ରାଜ୍ୟର ମୋଟ ଋଣବୋଝ ୮୨,୫୭୦.୬୮ କୋଟି ଟଙ୍କା ବୋଲି କହିଛନ୍ତି। ରାଜ୍ୟ ସରକାର ଏବେ ଆଣୁଥିବା ଋଣକୁ ସମ୍ପୂର୍ଣ୍ଣ ଭାବେ କ୍ୟାପିଟାଲ ଏକ୍ସପେଣ୍ଡିଚର(ପୁଞ୍ଜି ଖର୍ଚ୍ଚ) ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଖର୍ଚ୍ଚ କରୁଛନ୍ତି। ଋଣ ସର୍ତ୍ତାବଳୀ ଅନୁସାରେ ବଜେଟରେ ବ୍ୟବସ୍ଥା କରାଯାଇ ଋଣ ପରିଶୋଧ କରାଯାଉଥିବା ଶ୍ରୀ ପୂଜାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟର ମୋଟ ଋଣବୋଝ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ୧ଲକ୍ଷ ୬ହଜାର କୋଟି ଟଙ୍କା ଅତିକ୍ରମ କରିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story