ଫାର୍ମସିଷ୍ଟ କରିବେ ରୋଗୀଙ୍କ ଚିକିତ୍ସା, ପ୍ରଶ୍ନ ଉଠାଇଲେ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଡାକ୍ତର ଅଭାବ ଲାଗି ରହିଥିବାବେଳେ ଡାକ୍ତରଙ୍କ ଅନୁପସ୍ଥିତିରେ କିଛି ନିର୍ଦ୍ଦିଷ୍ଟ ଔଷଧ ଫାର୍ମାସିଷ୍ଟମାନେ ଦେଇପାରିବେ ଓ ରୋଗୀ ଚିକିତ୍ସା କରିପାରିବେ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଡାକ୍ତରମାନେ ବିରୋଧ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ପଂଚବ୍ୟାଧି’ ଚିକିତ୍ସା ପାଇଁ ବହୁ ପୂର୍ବରୁ ଫାର୍ମାସିଷ୍ଟମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏବେ ଏସବୁ ରୋଗର ଔଷଧ ସଂଖ୍ୟା ବଢ଼ିଗଲାଣି । […]

doctor

doctor

Ordigital Desk
  • Published: Thursday, 23 September 2021
  • Updated: 23 September 2021, 10:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଡାକ୍ତର ଅଭାବ ଲାଗି ରହିଥିବାବେଳେ ଡାକ୍ତରଙ୍କ ଅନୁପସ୍ଥିତିରେ କିଛି ନିର୍ଦ୍ଦିଷ୍ଟ ଔଷଧ ଫାର୍ମାସିଷ୍ଟମାନେ ଦେଇପାରିବେ ଓ ରୋଗୀ ଚିକିତ୍ସା କରିପାରିବେ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଡାକ୍ତରମାନେ ବିରୋଧ କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ପଂଚବ୍ୟାଧି’ ଚିକିତ୍ସା ପାଇଁ ବହୁ ପୂର୍ବରୁ ଫାର୍ମାସିଷ୍ଟମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏବେ ଏସବୁ ରୋଗର ଔଷଧ ସଂଖ୍ୟା ବଢ଼ିଗଲାଣି । ତେଣୁ ସେମାନେ ସେହି ରୋଗଗୁଡ଼ିକ ପାଇଁ ଅଧିକ ସଂଖ୍ୟକ ଔଷଧ ଦେଇପାରିବେ। ଝାଡ଼ା, ଜ୍ୱର, କାଛୁ,କୁଣ୍ଡିଆ ଓ ଖଣ୍ଡିଆ ଆଦିର ଚିକିତ୍ସା ପାଇଁ ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟମାନେ ମେଡିସିନ୍ ଦେଇପାରିବେ। ଏଥିରେ କିଛି ଅସୁବିଧା ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ତେବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଏଭଳି ବୟାନ ଓ ଫାର୍ମାସିଷ୍ଟଙ୍କ ଦ୍ୱାରା ଚିକିତ୍ସା କରାଯିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଉପରେ ବରିଷ୍ଠ ଡାକ୍ତର ସିଦ୍ଧାର୍ଥ ଦାସ ପ୍ରଶ୍ନ ଉଠାଇଛନ୍ତି। ଫାମାସିଷ୍ଟଙ୍କ ଦ୍ୱାରା ଚିକିତ୍ସା କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କଟକସ୍ଥିତ ଏସସିବି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସିଦ୍ଧାର୍ଥ ଦାସ କହିଛନ୍ତି ଯେ, ରୋଗ ନିର୍ଣ୍ଣୟ ନକରି ଫାର୍ମାସିଷ୍ଟ କେମିତି ଔଷଧ ଦେବେ। ଜ୍ୱର ହେଲେ ସମସ୍ତଙ୍କୁ ପାରାସିଟାମିଲ୍ ଦିଆଯାଇ ପାରିବନି । ଫାର୍ମାସିଷ୍ଟ ପାଠ ଓ ଡାକ୍ତରୀ ପାଠ ଭିତରେ ଫରକ ରହିଛି। ଫାର୍ମାସିଷ୍ଟଙ୍କ ଦ୍ୱାରା ଆଣ୍ଟିବାୟୋଟିକ ଦେବା ଆଦୌ ଉଚିତ୍ ନୁହେଁ ବୋଲି ଡାକ୍ତର ଦାସ କହିଛନ୍ତି।

ସୂଚନାଯୋଗ୍ୟ, ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟମାନେ କିଛି ନିର୍ଦ୍ଦିଷ୍ଟ ଔଷଧ ଦେଇ ରୋଗୀ ଚିକିତ୍ସା କରିପାରିବେ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story