ଆନନ୍ଦ ବଜାରରେ ସେଲଫି ନେଇ ଫଟୋ ଛାଡ଼ିଲେ

ପୁରୀ(ମଧୁସୂଦନ ମିଶ୍ର): ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହୋଇଛି। ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲଫିର ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ‌ଏହି ଫଟୋକୁ ଗତ ଅଗଷ୍ଟ ୧୯ ତାରିଖରେ ପୋଷ୍ଟ କରିଥିଲେ। ସମ୍ପୃକ୍ତ ଯୁବକ ନିଜକୁ ଜଣେ ଆଷ୍ଟ୍ରୋଲୋଜର ବୋଲି ଫେସବୁକ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୮ ତାରିଖରେ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ ଟିକ୍‌ଟିକ୍‌ରେ […]

puri

puri

Jyoshna Pradhan
  • Published: Monday, 25 November 2019
  • Updated: 25 November 2019, 11:30 AM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର): ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହୋଇଛି। ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲଫିର ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ‌ଏହି ଫଟୋକୁ ଗତ ଅଗଷ୍ଟ ୧୯ ତାରିଖରେ ପୋଷ୍ଟ କରିଥିଲେ। ସମ୍ପୃକ୍ତ ଯୁବକ ନିଜକୁ ଜଣେ ଆଷ୍ଟ୍ରୋଲୋଜର ବୋଲି ଫେସବୁକ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୮ ତାରିଖରେ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ ଟିକ୍‌ଟିକ୍‌ରେ ଭାଇରାଲ୍ ହୋଇଥିଲା। ଭିଡିଓରେ ବେଢ଼ା ଭିତରେ ଭୋଗ ମଣ୍ଡପ ସମ୍ମୁଖର ଦୃଶ୍ୟ ଓ ଭୋଗ ପାଇଁ ଅବଢ଼ା ବୁହାଯିବା ବେଳର ଦୃଶ୍ୟ କଏଦ ହୋଇଥିଲା। ତେବେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ବାରଣ ରହିଛି। ତଥାପି କିପରି ଫଟୋ ଭାଇରାଲ ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story