ଫୁଲବାଣୀ: ୧୮ ଦିନରେ ଚୋରି ହେଲାଣି ୮ ଚନ୍ଦନ ଗଛ, ଚୋରଙ୍କ ଟେର୍ ପାଉନି ବନ ବିଭାଗ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଏବେ ଚନ୍ଦନ ଗଛ ଚୋରଙ୍କ ଚରାଭୂଇଁ ପାଲଟିଯାଇଛି। ଗତ ୧୮ ଦିନ ମଧ୍ୟରେ ଫୁଲବାଣୀ ସହରର ବିଭିନ୍ନ ସ୍ଥାନରୁ ୮ଟି ଚନ୍ଦନ ଗଛ ଚୋରି ହୋଇସାରିଲାଣି। ବିଭିନ୍ନ କାରଣରୁ କନ୍ଧମାଳ ଜିଲ୍ଲା ସମ୍ବେଦନଶୀଳ ହୋଇଥିବାରୁ ସହରରେ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ବାଟରେ ପୋଲିସ୍ ପକ୍ଷରୁ ଯାଞ୍ଚ୍ କରାଯାଉଥିବା ସତ୍ତ୍ୱେ ଚନ୍ଦନ ଗଛ ଚୋରି ଲଗାତାର ଭାବେ ହେଉଥିବାରୁ ଉଭୟ ପୋଲିସ୍ ଓ ବନ ବିଭାଗ ପାଇଁ ଏହା ମୁଣ୍ଡ […]

chandan

chandan

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 05:04 AM IST

Sports

Latest News

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଏବେ ଚନ୍ଦନ ଗଛ ଚୋରଙ୍କ ଚରାଭୂଇଁ ପାଲଟିଯାଇଛି। ଗତ ୧୮ ଦିନ ମଧ୍ୟରେ ଫୁଲବାଣୀ ସହରର ବିଭିନ୍ନ ସ୍ଥାନରୁ ୮ଟି ଚନ୍ଦନ ଗଛ ଚୋରି ହୋଇସାରିଲାଣି। ବିଭିନ୍ନ କାରଣରୁ କନ୍ଧମାଳ ଜିଲ୍ଲା ସମ୍ବେଦନଶୀଳ ହୋଇଥିବାରୁ ସହରରେ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ବାଟରେ ପୋଲିସ୍ ପକ୍ଷରୁ ଯାଞ୍ଚ୍ କରାଯାଉଥିବା ସତ୍ତ୍ୱେ ଚନ୍ଦନ ଗଛ ଚୋରି ଲଗାତାର ଭାବେ ହେଉଥିବାରୁ ଉଭୟ ପୋଲିସ୍ ଓ ବନ ବିଭାଗ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

chandan2ଗତ ୭ ତାରିଖରେ ଫୁଲବାଣୀ ସହର ସ୍ଥିତ ନାରାୟଣ ମନ୍ଦିର ପରିସରରୁ ୩ଟି ଚନ୍ଦନ ଗଛ ଚୋରି ହୋଇଥିଲା। ତା’ପର ଦିନ ଅର୍ଥାତ ୮ ତାରିଖ ରାତିରେ ଗାନ୍ଧୀ ଛକ ନିକଟସ୍ଥ କେନ୍ଦୁଲିଫ୍ ରେଞ୍ଜ୍ କାର୍ଯ୍ୟାଳୟ ପରିସରୁ ଗୋଟିଏ ଚନ୍ଦନ ଗଛ ଚୋରି ହୋଇଥିଲା। ସେହିପରି ୧୦ ତାରିଖ ରାତିରେ ପିଅନପଡ଼ା ସ୍ଥିତ କାଳିମନ୍ଦିର ପରିସରରୁ ୨ଟି ଚନ୍ଦନ ଗଛ, ୨୩ ତାରିଖ ରାତିରେ କେନ୍ଦୁପଦର ଛକ ନିକଟରୁ ଗୋଟେ ଓ ଫୁଲବାଣୀ ଟାଉନ୍ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଜେଲରଙ୍କ ପରିତ୍ୟକ ସରକାରୀ ବାସଭବନ ପରିସରରୁ ଗୋଟିଏ ଚନ୍ଦନ ଗଛ ଚୋରି ହୋଇଛି। ଏହି ଚୋରି ପଛରେ ବନବିଭାଗର କୌଣସି କର୍ମଚାରୀଙ୍କ ହାତ ଥାଇପାରେ ବୋଲି କାଳି ମନ୍ଦିର ପୂଜକ ପ୍ରଭାକର ଶତପଥୀ କହିଛନ୍ତି।

ଫୁଲବାଣୀ ବନବିଭାଗ ରେଞ୍ଜର ହରେକୃଷ୍ଣ ମଲ୍ଲିକ କହିଛନ୍ତି ଯେ ଚୋରମାନଙ୍କୁ ଧରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ଚୋରମାନେ ବାହାର ରାଜ୍ୟର ବୋଲି ସନ୍ଦେହ କରାଯାଉଛି। ଏହା ସହିତ ପୋଲିସ୍ ଓ ବନବିଭାଗ ମିଳିତ ଭାବେ ଜଣେ ଏଏସଆଇ ଓ ଜଣେ ଫରେଷ୍ଟରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପାଟ୍ରୋଲିଂ ଦଳ ଗଠନ କରାଯାଇଛି। ଏହି ଟିମ୍ ରାତିରେ ପାଟ୍ରୋଲିଂ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story