ପିଆଜ ମଞ୍ଜି ଘୋଟାଲା ପ୍ରସଙ୍ଗରେ ଆଇଏଏସ୍ ଓ ନେତାଙ୍କ ନାଁ ନେଇଥିବାରୁ ମୋ ତାଙ୍କ ଜୀବନ ପ୍ରତି ବିପଦ ଅଛି: ପ୍ରବାସୀ ସେଠୀ

ଭୁବନେଶ୍ୱର: ପିଆଜ ମଞ୍ଜି ଘୋଟାଲା ପ୍ରସଙ୍ଗ ପୁଣି ନୂଆମୋଡ଼ ନେଇଛି। ଆଇ‌ଏଏସ୍ ଓ ନେତାଙ୍କ ନାଁ ନେଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ପ୍ରବାସୀ ସେଠୀ କହିଛନ୍ତି। ବିହନ ନିଗମର ପୂର୍ବତନ ଏମଡି ଗୋପାନ୍ ତାଙ୍କୁ ଫୋନରେ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏପରି ଅଭିଯୋଗକୁ ଗୋପାଲନ ଖଣ୍ଡନ କରିଛନ୍ତି। ପିଆଜ ମଞ୍ଜି ଯୋଗାଣ ଘୋଟାଲାରେ ଆର.ଏସ୍. ଗୋପାଳନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ ପ୍ରବାସୀ। ଏବେ […]

onion

onion

Rakesh Mallick
  • Published: Monday, 09 November 2015
  • Updated: 10 November 2015, 04:33 AM IST

Sports

Latest News

ଭୁବନେଶ୍ୱର: ପିଆଜ ମଞ୍ଜି ଘୋଟାଲା ପ୍ରସଙ୍ଗ ପୁଣି ନୂଆମୋଡ଼ ନେଇଛି। ଆଇ‌ଏଏସ୍ ଓ ନେତାଙ୍କ ନାଁ ନେଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ପ୍ରବାସୀ ସେଠୀ କହିଛନ୍ତି। ବିହନ ନିଗମର ପୂର୍ବତନ ଏମଡି ଗୋପାନ୍ ତାଙ୍କୁ ଫୋନରେ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏପରି ଅଭିଯୋଗକୁ ଗୋପାଲନ ଖଣ୍ଡନ କରିଛନ୍ତି।

ପିଆଜ ମଞ୍ଜି ଯୋଗାଣ ଘୋଟାଲାରେ ଆର.ଏସ୍. ଗୋପାଳନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ ପ୍ରବାସୀ। ଏବେ ଏକ ଅଡିଓ ସିଡିକୁ ନେଇ ସେ ପୁଣି ଗୋପାଳନ ନାଁରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଗୋପାଳନ ତାଙ୍କୁ ଗଣମାଧ୍ୟମରେ ମୁହଁ ଖୋଲିବା ପୂର୍ବରୁ ସତର୍କ ରହିବାକୁ ଧମକ ଦେଇଛନ୍ତି। ସେହିପରି ଶାସକ ଦଳ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି। ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି ଅଭିଯୋଗରେ ସତ୍ୟାସତ୍ୟ ଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରବାସୀ ସେଠୀ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରୁଛନ୍ତି। ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଜେନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story