ନାଲକୋ ନଗରରୁ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ଆରମ୍ଭ
ଭୁବନେଶ୍ୱର: ଭୁବନେଶ୍ୱର ନାଲକୋ ନଗରରୁ ଆରମ୍ଭ ହୋଇଛି ପାଇପ ଯୋଗେ ଗ୍ୟାସ ଯୋଗାଣ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନାଲକୋ ନଗରରେ ୨୫୫ ପରିବାରକୁ ପାଇପ ଜରିଆରେ  ରୋଷେଇ ପାଇଁ ଗ୍ୟାସ୍ ଯୋଗାଇ ଦିଆଯିବ।
‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଯୋଜନାରେ ପାଇପ ଯୋଗେ ଗ୍ୟାସ୍ ଯୋଗାଣ ଆରମ୍ଭ କରିଛି କେନ୍ଦ୍ର ସରକାର। ପର୍ଯ୍ୟାୟ କ୍ରମେ ରାଜ୍ୟର ୧୩ଟି ଜିଲ୍ଲା କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଜଗତସିଂହପୁରକୁ ଏହି ଯୋଜନା ସଂପ୍ରସାରଣ ହେବ।
ପ୍ରକଳ୍ପର ଉଦଘାଟନ ସହ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ପାଣି  ପ୍ରକଳ୍ପ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, ୧୭ ବର୍ଷ ଧରି ଶାସନ ପରେ ପାଣି କଥା ମନେ ପଡିଲା। ବିଦ୍ୟୁତ ଯୋଗାଣ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ଉପରେ ତୀବ୍ର ଭାବେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ।
ପେଟ୍ରୋଲ ଦରବୃଦ୍ଧି ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, “ଯଦି ମୋଦି ସରକାର ଟିକସ ହ୍ରାସ କରୁଛନ୍ତି ତେବେ ରାଜ୍ୟ କାହିଁକି ଟିକସ ହ୍ରାସ କରୁନାହିଁ।”
https://www.youtube.com/watch?v=qCeD5LBP3XU
Ordigital Desk
• Published: Friday, 20 October 2017
• Updated: 20 October 2017, 05:20 PM IST
Sports
Latest News
ଭୁବନେଶ୍ୱର: ଭୁବନେଶ୍ୱର ନାଲକୋ ନଗରରୁ ଆରମ୍ଭ ହୋଇଛି ପାଇପ ଯୋଗେ ଗ୍ୟାସ ଯୋଗାଣ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନାଲକୋ ନଗରରେ ୨୫୫ ପରିବାରକୁ ପାଇପ ଜରିଆରେ  ରୋଷେଇ ପାଇଁ ଗ୍ୟାସ୍ ଯୋଗାଇ ଦିଆଯିବ।
‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଯୋଜନାରେ ପାଇପ ଯୋଗେ ଗ୍ୟାସ୍ ଯୋଗାଣ ଆରମ୍ଭ କରିଛି କେନ୍ଦ୍ର ସରକାର। ପର୍ଯ୍ୟାୟ କ୍ରମେ ରାଜ୍ୟର ୧୩ଟି ଜିଲ୍ଲା କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଜଗତସିଂହପୁରକୁ ଏହି ଯୋଜନା ସଂପ୍ରସାରଣ ହେବ।
ପ୍ରକଳ୍ପର ଉଦଘାଟନ ସହ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ପାଣି  ପ୍ରକଳ୍ପ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, ୧୭ ବର୍ଷ ଧରି ଶାସନ ପରେ ପାଣି କଥା ମନେ ପଡିଲା। ବିଦ୍ୟୁତ ଯୋଗାଣ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ଉପରେ ତୀବ୍ର ଭାବେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ।
ପେଟ୍ରୋଲ ଦରବୃଦ୍ଧି ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, “ଯଦି ମୋଦି ସରକାର ଟିକସ ହ୍ରାସ କରୁଛନ୍ତି ତେବେ ରାଜ୍ୟ କାହିଁକି ଟିକସ ହ୍ରାସ କରୁନାହିଁ।”
https://www.youtube.com/watch?v=qCeD5LBP3XU
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos