ପିପିଲି:  ଅନୁଦାନର ସୁବିନିଯୋଗ ନେଇ ଆଲୋଚନା

ପିପିଲି: ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକରେ  ‘ଆମ ଗାଁ ଆମ ଯୋଜନା ’ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ୨୦୧୫-୨୦୧୬ ଆର୍ଥିକ ବର୍ଷରୁ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ ଅନୁଦାନ ଏବଂ ୪ର୍ଥ ରାଜ୍ୟ ଅର୍ଥ କମିଶନ ଅନୁଦାନ ପର୍ଯ୍ୟାପ୍ତ ପରିମାଣରେ ଗ୍ରାମ ପଞ୍ଚାୟତ  ଆସୁଥିବାବେଳେ ତାହାର କିପରି  ସୁବିନିଯୋଗ ହେବ ତାହାରି ଉପରେ ଆଲୋଚନା ହୋଇଥିଲା । ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ଦାଶ, ଜିଲ୍ଲା  ପଞ୍ଚାୟତ ଅଧିକାରୀ ବଂଶୀଧର ସିଂ, ପିଡି ପ୍ରଭାତ […]

st

Rakesh Mallick
  • Published: Friday, 07 August 2015
  • , Updated: 07 August 2015, 08:13 AM IST

ପିପିଲି: ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକରେ  ‘ଆମ ଗାଁ ଆମ ଯୋଜନା ’ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ୨୦୧୫-୨୦୧୬ ଆର୍ଥିକ ବର୍ଷରୁ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ ଅନୁଦାନ ଏବଂ ୪ର୍ଥ ରାଜ୍ୟ ଅର୍ଥ କମିଶନ ଅନୁଦାନ ପର୍ଯ୍ୟାପ୍ତ ପରିମାଣରେ ଗ୍ରାମ ପଞ୍ଚାୟତ  ଆସୁଥିବାବେଳେ ତାହାର କିପରି  ସୁବିନିଯୋଗ ହେବ ତାହାରି ଉପରେ ଆଲୋଚନା ହୋଇଥିଲା । ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ଦାଶ, ଜିଲ୍ଲା  ପଞ୍ଚାୟତ ଅଧିକାରୀ ବଂଶୀଧର ସିଂ, ପିଡି ପ୍ରଭାତ ଭୋଇ, ବିଡିଓ କମଲଜିତ୍ ଦାଶଙ୍କ ସହିତ ବାଲିପାଟଣା ବ୍ଲକର ୧୪ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ  ଆଲୋଚନାରେ ଯୋଗ ଦେଇଥିଲେ।

Related story