ପୀତାମ୍ବରଙ୍କ ଅଭିଯୋଗ, ନବୀନଙ୍କ ନାମାଙ୍କନପତ୍ରରେ ତ୍ରୁଟି ଅଛି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ହିଞ୍ଜିଳି ଆସନ ପାଇଁ ନବୀନ ଦାଖଲ କରିଥିବା ନାମାଙ୍କନପତ୍ରରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ। ସେ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଏହି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ପୀତାମ୍ବର ଆଚାର୍ଯ୍ୟ ବିଜେପି ଟିକେଟ୍‌ରେ ହିଞ୍ଜିଳି ଆସନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ସେ […]

naveen

naveen

Manoranjan Sial
  • Published: Wednesday, 27 March 2019
  • Updated: 27 March 2019, 05:24 PM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ହିଞ୍ଜିଳି ଆସନ ପାଇଁ ନବୀନ ଦାଖଲ କରିଥିବା ନାମାଙ୍କନପତ୍ରରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ। ସେ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଏହି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ପୀତାମ୍ବର ଆଚାର୍ଯ୍ୟ ବିଜେପି ଟିକେଟ୍‌ରେ ହିଞ୍ଜିଳି ଆସନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି।

ସେ କହିଛନ୍ତି,“କୋଇଲା ଦୁର୍ନୀତିରେ ସିବିଆଇ ନବୀନଙ୍କୁ ଜେରା କରିଛି। ହେଲେ ସେ ଦାଖଲ କରିଥିବା ପ୍ରାର୍ଥିପତ୍ରରେ ଏନେଇ ତଥ୍ୟ ଦେଇନାହାନ୍ତି। ଏପରିକି ପ୍ରାର୍ଥିପତ୍ରର ଗୋଟିଏ ସ୍ଥାନରେ ନବୀନ ଦସ୍ତଖତ ମଧ୍ୟ କରିନାହାନ୍ତି। ତେଣୁ ନବୀନଙ୍କ ପ୍ରାର୍ଥିପତ୍ର ଖାରଜ କରାଯାଉ ବୋଲି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଦାବି କରିଛି। ଯଦି ଏହା କାଏମ ରହେ, କୋର୍ଟରେ ନିଶ୍ଚିତ ଖାରଜ ହେବ।”

ସେପଟେ ନବୀନଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା କହିଛନ୍ତି ରିଟର୍ଣ୍ଣିଂ ଅଫିସର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story