ମାଲକାନଗିରିରେ ମିଳୁଛି ପ୍ଲାଷ୍ଟିକ୍ ଅଣ୍ଡା !

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ବଜାରରେ ଏବେ ପ୍ଲାଷ୍ଟିକ୍‌ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଆଜି ହାଇଟେକ୍‌ କଲୋନୀରେ ରହୁଥିବା ଦିଗାମ୍ୱର ବେହେରା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ। ଅଣ୍ଡାକୁ ଫଟାଇଲା ପରେ ସେହି ଅଣ୍ଡା ଭିତରେ ଏକ ପ୍ଲାଷ୍ଟିକ୍ ଆବରଣ ଦେଖିଥିଲେ। ଅଣ୍ଡାର କେଶରକୁ ସେ ଉପରକୁ ଟେକିବା ଦ୍ୱାରା ଏହା ନଫାଟି ଉପରକୁ ଝୁଲି ରହୁଥିଲା। ଏଥସହ ସେ ଅଣ୍ଡାରୁ ବାହାରିଥିବା ପ୍ଲାଷ୍ଟିକ୍‌ ଆବରଣକୁ ନିଆଁରେ ଲଗାଇଲେ ତାହା ପୋଡ଼ିବା ସହ ପ୍ଲାଷ୍ଟିକ୍‌ […]

egg

egg

Jyoshna Pradhan
  • Published: Friday, 13 September 2019
  • Updated: 13 September 2019, 02:21 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ବଜାରରେ ଏବେ ପ୍ଲାଷ୍ଟିକ୍‌ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଆଜି ହାଇଟେକ୍‌ କଲୋନୀରେ ରହୁଥିବା ଦିଗାମ୍ୱର ବେହେରା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ। ଅଣ୍ଡାକୁ ଫଟାଇଲା ପରେ ସେହି ଅଣ୍ଡା ଭିତରେ ଏକ ପ୍ଲାଷ୍ଟିକ୍ ଆବରଣ ଦେଖିଥିଲେ। ଅଣ୍ଡାର କେଶରକୁ ସେ ଉପରକୁ ଟେକିବା ଦ୍ୱାରା ଏହା ନଫାଟି ଉପରକୁ ଝୁଲି ରହୁଥିଲା। ଏଥସହ ସେ ଅଣ୍ଡାରୁ ବାହାରିଥିବା ପ୍ଲାଷ୍ଟିକ୍‌ ଆବରଣକୁ ନିଆଁରେ ଲଗାଇଲେ ତାହା ପୋଡ଼ିବା ସହ ପ୍ଲାଷ୍ଟିକ୍‌ ବାସ୍ନା ହେଇଥିଲା। ସାଧାରଣ ଅଣ୍ଡା ତୁଳନାରେ ଏହା ଗୋଲିଆ ବୋଲି ଅଭିଯୋଗ ହୋଇଛି।

ଏନେଇ ଦିଗାମ୍ୱର ବେହେରା କହିଛନ୍ତି,“ଅଣ୍ଡା ସାଧାରଣତଃ ଦେଖିବାକୁ ଲମ୍ୱାଳିଆ ଥାଏ। ହେଲେ ଏହି ଅଣ୍ଡା ଗୋଲ୍‌ ପରି। ତେଣୁ ଆମକୁ ସନ୍ଦେହ ଆସିଥିଲା। ଏହାକୁ ଫଟାଇବାରୁ ସହଜରେ ଫାଟିଲାନି। ଅଣ୍ଡାଟି ଫାଟିବା ପରେ ପ୍ଲାଷ୍ଟିକ୍‌ର ଆବରଣ ପରି ବାହାରିଲା। ତାକୁ ଆମେ ଆଣି ନିଆଁରେ ପୋଡ଼ିଲା ବେଳେ ପ୍ଲାଷ୍ଟିକ ବାସ୍ନା ବାହାରିଲା ଓ ତରଳି ଗଲା।”

ଅନ୍ୟପକ୍ଷରେ ଏହି ଅଣ୍ଡା ଦୋକାନରେ ବିକ୍ରି ହେଉଥିବା ବେଳେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଅଣ୍ଡା ଯାଇଛି କି ନାହିଁ ତାହା ଅନୁଧ୍ୟାନର ଆବଶ୍ୟକତା ରହିଛି। ଏହି ଅଣ୍ଡା ବଜାରରେ ମିଳୁଥିବା ନେଇ ଚର୍ଚ୍ଚା ପରେ ସାଧାରଣରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story