ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ କଟଅଫ୍‌ରେ ୧ ଲକ୍ଷ ୮୮ ହଜାର ୨୨୨ ଛାତ୍ରଛାତ୍ରୀଙ୍କ ନାଁ ପ୍ରକାଶ ପାଇଛି।  ଚଳିତବର୍ଷ ମୋଟ ୨ ଲକ୍ଷ ୧୦ ହଜାର ୪୪୬ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଏଥର କଟ୍‌ଅଫରେ ବିଜେବି କଲେଜ ଆଗରେ ରହିଛି। ବିଜେବି କଲେଜରେ କଳା ସମ୍ମାନ (ଭୂଗୋଳରେ) ସର୍ବାଧିକ ୮୯ ପ୍ରତିଶତ ରହିଛି। ସେହିପରି ବିଜ୍ଞାନ ସମ୍ମାନରେ ଜୁଲୋଜିରେ ସର୍ବାଧିକ ୯୧.୫ପ୍ରତିଶତ, ବିଜ୍ଞାନ ସମ୍ମାନ […]

431

431

Tapas Behera
  • Published: Thursday, 18 July 2019
  • Updated: 18 July 2019, 01:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ କଟଅଫ୍‌ରେ ୧ ଲକ୍ଷ ୮୮ ହଜାର ୨୨୨ ଛାତ୍ରଛାତ୍ରୀଙ୍କ ନାଁ ପ୍ରକାଶ ପାଇଛି।  ଚଳିତବର୍ଷ ମୋଟ ୨ ଲକ୍ଷ ୧୦ ହଜାର ୪୪୬ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଏଥର କଟ୍‌ଅଫରେ ବିଜେବି କଲେଜ ଆଗରେ ରହିଛି।

ବିଜେବି କଲେଜରେ କଳା ସମ୍ମାନ (ଭୂଗୋଳରେ) ସର୍ବାଧିକ ୮୯ ପ୍ରତିଶତ ରହିଛି। ସେହିପରି ବିଜ୍ଞାନ ସମ୍ମାନରେ ଜୁଲୋଜିରେ ସର୍ବାଧିକ ୯୧.୫ପ୍ରତିଶତ, ବିଜ୍ଞାନ ସମ୍ମାନ ଗଣିତରେ ସର୍ବାଧିକ ୯୩.୫ପ୍ରତିଶତ, ଫିଜିକ୍ସରେ ସର୍ବାଧିକ ୯୨.୬୭ପ୍ରତିଶତ, ବିଜ୍ଞାନ ସମ୍ମାନ କେମିଷ୍ଟ୍ରିରେ ସର୍ବାଧିକ ୯୦.୮ପ୍ରତିଶତ ଏବଂ ବିଜ୍ଞାନ ସମ୍ମାନ ବଟ୍‌ନିରେ ସର୍ବାଧିକ ୮୮ପ୍ରତିଶତ କଟ୍ଅଫ ମାର୍କ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story