ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ; କେଉଁ ଜିଲ୍ଲା ରହିଲା ଆଗରେ, କିଏ ପଡ଼ିଲା ପଛରେ, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ପାସ୍‌ ହାର ରହିଛି ୭୪.୯୫ ପ୍ରତିଶତ। ସେହିପରି ପାସ୍ ହାରରେ ନୟାଗଡ଼ ସବୁଠୁ ଆଗରେ ଥିବା ବେଳେ ଦେବଗଡ଼ ସବୁଠୁ ପଛରେ ରହିଛି।  ଚଳିତ ବର୍ଷ ପୁଅମାନେ ଭଲ ପ୍ରଦର୍ଶନ କରିଥିବା ଜଣାଯାଇଛି। ଯୁକ୍ତ ଦୁଇ ବାଣିଜ୍ୟରେ ମୋଟ ୨୫, ୭୭୨ ପରୀକ୍ଷା ଦେଇଥିବା ବେଳେ ୧୯, ୩୧୮ ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୨, ୨୧୫ ପୁଅ  ଥିବା ବେଳେ  […]

mla-1

mla-1

Niharika Rout
  • Published: Wednesday, 19 August 2020
  • Updated: 19 August 2020, 12:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ପାସ୍‌ ହାର ରହିଛି ୭୪.୯୫ ପ୍ରତିଶତ। ସେହିପରି ପାସ୍ ହାରରେ ନୟାଗଡ଼ ସବୁଠୁ ଆଗରେ ଥିବା ବେଳେ ଦେବଗଡ଼ ସବୁଠୁ ପଛରେ ରହିଛି। 

ଚଳିତ ବର୍ଷ ପୁଅମାନେ ଭଲ ପ୍ରଦର୍ଶନ କରିଥିବା ଜଣାଯାଇଛି। ଯୁକ୍ତ ଦୁଇ ବାଣିଜ୍ୟରେ ମୋଟ ୨୫, ୭୭୨ ପରୀକ୍ଷା ଦେଇଥିବା ବେଳେ ୧୯, ୩୧୮ ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୨, ୨୧୫ ପୁଅ  ଥିବା ବେଳେ  ୭, ୧୦୩ ଜଣ ଝିଅ  ଅଛନ୍ତି।

ସେହିପରି  ପ୍ରଥମ ଶ୍ରେଣୀରେ ୬୬୧୦ଜଣ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୪୨୫୯ ଓ ତୃତୀୟ ଶ୍ରେଣୀରେ ୮୩୬୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୪୦ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story