୨୧ଟି SC/ST ହାଇସ୍କୁଲରେ ଖୋଲିବ +୨ ବିଜ୍ଞାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୧୦ଟି ଜିଲ୍ଲାର ୨୧ SC/ST ହାଇସ୍କୁଲରେ ଖୋଲିବ +୨ ବିଜ୍ଞାନ। ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୪ଟି ସ୍କୁଲରେ ଯୁକ୍ତ ୨ ବିଜ୍ଞାନ ଖୋଲିବ। ସେହିପରି  କୋରାପୁଟ ଓ ମୟୂରଭଂଜରେ ୩ଟି ଲେଖାଏଁ ସ୍କୁଲରେ ଏବଂ ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, ଗଜପତିର ୨ଟି ଲେଖାଏଁ ସ୍କୁଲରେ +୨ ବିଜ୍ଞାନ ଖୋଲିବ। ଏଥିପାଇଁ ୧୫୪ ଜଣ କନିଷ୍ଠ ଅଧ୍ୟାପକ ନିଯୁକ୍ତ ଦିଆଯାଇଛି। ଚଳିତ ମାସରୁ ପାଠ ପଢ଼ା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି […]

Plus-two-science-to-be-introduced-in-21-tribal-school-in-odisha111

Plus-two-science-to-be-introduced-in-21-tribal-school-in-odisha111

Manoranjan Sial
  • Published: Tuesday, 11 September 2018
  • Updated: 11 September 2018, 04:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୧୦ଟି ଜିଲ୍ଲାର ୨୧ SC/ST ହାଇସ୍କୁଲରେ ଖୋଲିବ +୨ ବିଜ୍ଞାନ। ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୪ଟି ସ୍କୁଲରେ ଯୁକ୍ତ ୨ ବିଜ୍ଞାନ ଖୋଲିବ।

ସେହିପରି  କୋରାପୁଟ ଓ ମୟୂରଭଂଜରେ ୩ଟି ଲେଖାଏଁ ସ୍କୁଲରେ ଏବଂ ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, ଗଜପତିର ୨ଟି ଲେଖାଏଁ ସ୍କୁଲରେ +୨ ବିଜ୍ଞାନ ଖୋଲିବ। ଏଥିପାଇଁ ୧୫୪ ଜଣ କନିଷ୍ଠ ଅଧ୍ୟାପକ ନିଯୁକ୍ତ ଦିଆଯାଇଛି। ଚଳିତ ମାସରୁ ପାଠ ପଢ଼ା ଆରମ୍ଭ ହେବ।

ଏନେଇ ସୂଚନା ଦେଇଛନ୍ତି SC/ST କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos