ୟୁଟ୍ୟୁବରୁ ଶିଖିଲେ ଚୋରି ବିଦ୍ୟା, ତା'ପରେ ଲୁଟିଲେ ଏଟିଏମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପଟିଆ ପିଏନବି ଏଟିଏମ୍ ଲୁଟର ପର୍ଦ୍ଦାଫାସ୍ ହୋଇଛି। ଏଟିଏମ୍ ଲୁଟର ଚାଞ୍ଚଲ୍ୟକର ଖୁଲାସା କରିଛି କମିଶନରେଟ୍ ପୁଲିସ। ଚୋରୀ ବିଦ୍ୟାରେ ସିଦ୍ଧହସ୍ତ ଏବଂ ପ୍ରଶିକ୍ଷିତ ଲୁଟେରାଙ୍କ ହାତ ସଫାଇରେ ହରଣଚାଲ୍ ହୋଇଛି ୨୭ ଲକ୍ଷରୁ ଅଧିକ ଟଙ୍କା। ଚୋରି ପଛରେ ଅଛନ୍ତି ଜଣେ ଜଣେ ମାଷ୍ଟରମାଇଣ୍ଡ। ଜଣେ ହେଉଛି ପଞ୍ଜାବର ସମରଜ୍ୟୋତ ସିଂ। ଆଉ ଜଣେ ହେଉଛି କେରଳର ଜାଫର୍ ସାଦ୍ଦିକ ଏଭି। ରାଜ୍ୟ ବାହାରୁ ଆସି ପଟିଆ ପିଏନବି ଏଟିଏମରେ […]

tm

tm

Ranjit Kumar Jena
  • Published: Friday, 06 November 2020
  • Updated: 06 November 2020, 08:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପଟିଆ ପିଏନବି ଏଟିଏମ୍ ଲୁଟର ପର୍ଦ୍ଦାଫାସ୍ ହୋଇଛି। ଏଟିଏମ୍ ଲୁଟର ଚାଞ୍ଚଲ୍ୟକର ଖୁଲାସା କରିଛି କମିଶନରେଟ୍ ପୁଲିସ। ଚୋରୀ ବିଦ୍ୟାରେ ସିଦ୍ଧହସ୍ତ ଏବଂ ପ୍ରଶିକ୍ଷିତ ଲୁଟେରାଙ୍କ ହାତ ସଫାଇରେ ହରଣଚାଲ୍ ହୋଇଛି ୨୭ ଲକ୍ଷରୁ ଅଧିକ ଟଙ୍କା। ଚୋରି ପଛରେ ଅଛନ୍ତି ଜଣେ ଜଣେ ମାଷ୍ଟରମାଇଣ୍ଡ। ଜଣେ ହେଉଛି ପଞ୍ଜାବର ସମରଜ୍ୟୋତ ସିଂ। ଆଉ ଜଣେ ହେଉଛି କେରଳର ଜାଫର୍ ସାଦ୍ଦିକ ଏଭି। ରାଜ୍ୟ ବାହାରୁ ଆସି ପଟିଆ ପିଏନବି ଏଟିଏମରେ ବୁଲାଇ ଦେଇଥିଲେ କଳାକନା।

ତେବେ କେମିତି ଥିଲା ଏହି ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରାଙ୍କ ମୋଡସ୍ ଅପରେଣ୍ଡି ? ସମରଜ୍ୟୋତ ଆଉ ଜାଫର୍ ବେଙ୍ଗାଳୁରୁ ଭାୟା କୋଲକାତା ଦେଇ ଅକ୍ଟୋବର ୫ରେ ଭୁବନେଶ୍ୱର ଆସିଲେ। ଆଉ ପଟିଆରେ ହୋଟେଲରେ ରହି ଆରମ୍ଭ କରିଥିଲେ ଯୋଜନା। ଭଡ଼ାରେ ଏକ ବାଇକ୍ ଆଣିଲେ, ଗ୍ୟାସ୍ କଟର୍ ସହ ଅନ୍ୟ ସରଞ୍ଜାମ ଯୋଗାଡ଼ କଲେ। ଏହାପରେ ହୁଗୁଳା ସୁରକ୍ଷା ଥିବା ପଟିଆ ପିଏନବିକୁ ଟାର୍ଗେଟ୍ କରି ଅକ୍ଟୋବର ୧୦ ରାତିରେ ଏଟିଏମ୍ କାଟି ଲୁଟିନେଲେ ୨୭ ଲକ୍ଷରୁ ଅଧିକ ଟଙ୍କା।

ତାପରଦିନ ସବୁ ସୁରକ୍ଷାକୁ ଭେଦି ଏୟାରପୋର୍ଟରୁ ଫ୍ଲାଇଟରେ ଦିଲ୍ଲୀ ଫେରି ଯାଇଥିଲେ। ସେଠାରୁ ଚଣ୍ଡିଗଡ଼ ଭାୟା ବେଙ୍ଗାଳୁରୁ ଦେଇ ଭାଇଜାଗ୍ ଗଲେ। ସେଠାରେ ଅକ୍ଟୋବର ୨୧ରେ ସମାନ ଢଙ୍ଗରେ ଏଟିଏମରୁ ଲୁଟିଥିଲେ ୯ ଲକ୍ଷ ଟଙ୍କା। କିନ୍ତୁ ସିସିଟିଭି ସହ ଅନ୍ୟ ତଥ୍ୟ ପ୍ରମାଣ ଆଧାରରେ ଏମାନଙ୍କୁ ପିଛା କରୁଥିଲା କମିଶନରେଟ୍ ପୁଲିସ। ଶେଷରେ ଆନ୍ଧ୍ର ପୁଲିସ ସହାୟତାରେ ଏମାନଙ୍କୁ ଧରିବାରେ ସଫଳ ହୋଇଥିଲା।

ୟୁଟ୍ୟୁବରେ ପ୍ରଥମେ ଚୋରୀ ବିଦ୍ୟା ଶିଖି ଧିରେ ଧିରେ ଏ ଦୁହେଁ ବନିଗଲେ କୁଖ୍ୟାତ୍ ଏଟିଏମ୍ ଲୁଟେରା। ଆଉ ସେହି ଲୁଟ୍ ଟଙ୍କାରେ କରୁଥିଲେ ଅୟସ। ବେଙ୍ଗାଳୁରୁ, ହାଇଦ୍ରାବାଦ, ଦିଲ୍ଲୀ, ଭାଇଜାଗ ଓ ଭୁବନେଶ୍ୱର ହେଉଛି ଏହି ଅପରାଧୀଙ୍କ କ୍ରାଇମ୍ ଏରିଆ। ବେଙ୍ଗାଲୁରୁରେ ହୁଏ ପ୍ଲାନିଂ, ଆଉ ସେହି ପ୍ଲାନିଂ ଅନୁଯାୟୀ ଟାର୍ଗେଟ୍ ସ୍ଥଳରେ ପହଞ୍ଚନ୍ତି ଏମାନେ।

ତେବେ ଭୁବନେଶ୍ୱରରେ ସୁରକ୍ଷା ବଳୟକୁ ଭେଦି କେମିତି ସୀମାପାର୍ ହୋଇଗଲେ ଏହି ୨ ଦୁର୍ବୃତ୍ତ ? କାହାକୁ ଦେଲେ ଲୁଟ୍ ୨୭ ଲକ୍ଷ ଟଙ୍କା ? ଯଦି ସାଙ୍ଗରେ ନେଇକି ଗଲେ ତେବେ ଏୟାରପୋର୍ଟରେ ଧରାପଡ଼ିଲେନି କେମିତି ? ଏହି ଆନ୍ତଃରାଜ୍ୟ ଲୁଟେରାଙ୍କ ଲିଙ୍କରେ ଓଡ଼ିଶାରେ କିଏ ? ଏବେ ଏମିତି ଅନେକ ପ୍ରଶ୍ନ ଉଠୁଛି। ସେପଟେ କ୍ରମାଗତ ବ୍ୟାଙ୍କ ଡକାୟତି ସହ ଏଟିଏମ୍ ଲୁଟ୍ ହେଉଥିବାବେଳେ ପୁଲିସ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଏହାକୁ ରୋକିବାକୁ ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ ହୋଇଛି। ତଥାପି ଏଟିଏମ୍ ଗୁଡ଼ିକ ଦୁର୍ବୃତ୍ତଙ୍କ ଟାର୍ଗେଟରେ ରହୁଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story