ୟୁନିଅନ୍‌ ବ୍ୟାଙ୍କ ଲକରରେ ଥିଲା ପିଏନ୍‌ବି ଘୋଟାଲା ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଷ୍ଟେସନ ବଜାର ପଞ୍ଜାବ ନ୍ୟାସନାଲ୍‌ (ପିଏନ୍‌ବି) ବ୍ରାଞ୍ଚରୁ ୩୨ କୋଟି ଟଙ୍କା ଠକେଇ ମାମଲାରେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି। ଏହି ବଡ଼ ଜାଲିଆତି ଘଟଣାର ଘଣ୍ଟାଚକଟା କରି ବିପୁଳ ଟଙ୍କା ଜବତ କରିଛି ତଦନ୍ତକାରୀ ସଂସ୍ଥା। ଏହି ଠକେଇ ମାମଲାରେ ୯ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ ବ୍ୟାଙ୍କ ଲକରରୁ ଜବତ ହୋଇଛି ୩୭ ଲକ୍ଷ ୯୦ ହଜାର ଟଙ୍କା। ମାମଲାର ଖୋଳତାଡ଼ କରୁଥିବା ସିବିଆଇ ଟିମ୍ ଆଜି ରାଜଧାନୀର ପଟିଆସ୍ଥିତ […]

pnb

pnb

Manoranjan Sial
  • Published: Tuesday, 16 June 2020
  • Updated: 16 June 2020, 08:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଷ୍ଟେସନ ବଜାର ପଞ୍ଜାବ ନ୍ୟାସନାଲ୍‌ (ପିଏନ୍‌ବି) ବ୍ରାଞ୍ଚରୁ ୩୨ କୋଟି ଟଙ୍କା ଠକେଇ ମାମଲାରେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି। ଏହି ବଡ଼ ଜାଲିଆତି ଘଟଣାର ଘଣ୍ଟାଚକଟା କରି ବିପୁଳ ଟଙ୍କା ଜବତ କରିଛି ତଦନ୍ତକାରୀ ସଂସ୍ଥା। ଏହି ଠକେଇ ମାମଲାରେ ୯ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ ବ୍ୟାଙ୍କ ଲକରରୁ ଜବତ ହୋଇଛି ୩୭ ଲକ୍ଷ ୯୦ ହଜାର ଟଙ୍କା। ମାମଲାର ଖୋଳତାଡ଼ କରୁଥିବା ସିବିଆଇ ଟିମ୍ ଆଜି ରାଜଧାନୀର ପଟିଆସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାରେ ଚଢଉ କରି ଅଭିଯୁକ୍ତ କୌଶିକ ମହାନ୍ତିଙ୍କ ଲକରରୁ ଏହି ଟଙ୍କା ଜବତ କରିଛି।

ପୂରା ଘଟଣାଟି ଏମିତି। ଷ୍ଟେସନ ବଜାର ପିଏନ୍‌ବି ବ୍ରାଞ୍ଚରୁ ବ୍ୟବସାୟ ନାଁରେ ରାଜଧାନୀର ଏକ ଘରୋଇ ଫାର୍ମ MS ଗ୍ଲୋବାଲ୍‌ ଟ୍ରେଡିଂ ସଲ୍ୟୁସନ କ୍ୟାସ୍‌ କ୍ରେଡିଟ୍‌ ସୁବିଧା ହାସଲ କରିଥିଲା। ତେବେ ଟଙ୍କା ବ୍ୟବସାୟରେ ନଲଗାଇ ଅନ୍ୟ ଏକ କମ୍ପାନୀକୁ ଟ୍ରାନ୍ସଫର ସହ ଅପବ୍ୟବହାର କରିଥିବା ଅଭିଯୋଗ ଆସିଥିଲା। ଏ କାରବାର ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ କମ୍ପାନୀର ବୈଧତା ପରଖି ନଥିବା ଅଭିଯୋଗ ଉଠିଥିଲା। ଫଳରେ ବ୍ୟାଙ୍କ ପ୍ରାୟ ୩୧ କୋଟି ୯୨ ଲକ୍ଷ ଟଙ୍କାର କ୍ଷତି ସହିଥିଲା। ପରେ ଘଟଣାର ତଦନ୍ତ ପାଇଁ ସିବିଆଇକୁ ଅନୁରୋଧ କରିଥିଲେ ବ୍ୟାଙ୍କର ସର୍କଲ ହେଡ୍‌ ଗଣପତ ଲାଲ୍‌। ବ୍ରାଞ୍ଚର ତତ୍କାଳୀନ ଚିଫ୍‌ ଜେନେରାଲ ମ୍ୟାନେଜରଙ୍କ ସହ ୪ ଅଧିକାରୀ ଓ ଘରୋଇ ଫାର୍ମର ଏମ୍‌ଡିଙ୍କ ସହ ୪ ଅଧିକାରୀ ଓ ଘରୋଇ ଫାର୍ମ ବିରୋଧରେ ଅପରାଧୀକ ଷଡ଼ଯନ୍ତ୍ର ମାମଲା ଦାଏର ହୋଇଥିଲା।

ଗତ ୧୧ ତାରିଖରେ ସିବିଆଇର ଟିମ ଷ୍ଟେସନ ବଜାର ବ୍ରାଞ୍ଚରେ ରେଡ୍ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ଲକର ଚାବି ପାଇଥିଲା। ଏପଟେ ସଂପୃକ୍ତ ଘରୋଇ ଫାର୍ମର ନିର୍ଦ୍ଦେଶକ ଓ ପିଏନ୍‌ବି ଅଧିକାରୀଙ୍କ ବିରୋଧ ଅର୍ଥ ତୋଷାରପାତ ଅଭିଯୋଗରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story