ପୁରୀ ବେଳାଭୂମିରୁ ବିଷାକ୍ତ ସାପ ଉଦ୍ଧାର

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରୁ ଆଜି ଏକ ବିଷାକ୍ତ ସାପ ଉଦ୍ଧାର କରାଯାଇଛି। ସାପଟି ବେଳାଭୂମିର ୭ ନମ୍ୱର ଜୋନର ବାଲି ଉପରେ ଯାଉଥିବା ଦେଖି ପର୍ଯ୍ୟଟକମାନେ ଲାଇଫ୍‌ଗାର୍ଡ଼ଙ୍କୁ ଖବର ଦେଇଥିଲେ। ପରେ ଲାଇଫ୍‌ଗାର୍ଡ଼ କର୍ମଚାରୀମାନେ ସାପଟିକୁ ଉଦ୍ଧାର ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଉଦ୍ଧାର ହୋଇଥିବା ସାପର ରଙ୍ଗ କଳା ହୋଇଥିବା ବେଳେ ଏହା ୨ ଫୁଟ୍‌ ଲମ୍ୱ। ସାପଟିକୁ ଦେଖିଲେ ବିଷାକ୍ତ ବୋଲି ଲାଗୁଛି। ତେବେ ସାପଟି କେଉଁ ପ୍ରଜାତିର ତାହା ଜଣାପଡ଼ିନାହିଁ।

snake

Manoranjan Sial
  • Published: Wednesday, 05 June 2019
  • , Updated: 05 June 2019, 05:27 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରୁ ଆଜି ଏକ ବିଷାକ୍ତ ସାପ ଉଦ୍ଧାର କରାଯାଇଛି। ସାପଟି ବେଳାଭୂମିର ୭ ନମ୍ୱର ଜୋନର ବାଲି ଉପରେ ଯାଉଥିବା ଦେଖି ପର୍ଯ୍ୟଟକମାନେ ଲାଇଫ୍‌ଗାର୍ଡ଼ଙ୍କୁ ଖବର ଦେଇଥିଲେ। ପରେ ଲାଇଫ୍‌ଗାର୍ଡ଼ କର୍ମଚାରୀମାନେ ସାପଟିକୁ ଉଦ୍ଧାର ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ଉଦ୍ଧାର ହୋଇଥିବା ସାପର ରଙ୍ଗ କଳା ହୋଇଥିବା ବେଳେ ଏହା ୨ ଫୁଟ୍‌ ଲମ୍ୱ। ସାପଟିକୁ ଦେଖିଲେ ବିଷାକ୍ତ ବୋଲି ଲାଗୁଛି। ତେବେ ସାପଟି କେଉଁ ପ୍ରଜାତିର ତାହା ଜଣାପଡ଼ିନାହିଁ।

Related story