ବନ୍ଧନ ଚିଟ୍‌ଫଣ୍ଡ ମାମଲା: ସଂସ୍ଥା ମୁଖ୍ୟ ଗିରଫ

ବଲାଙ୍ଗିର: ଧରାପଡିଲେ ବନ୍ଧନ ଚିଟଫଣ୍ଡ୍ ମୁଖ୍ୟ। ପ୍ରାୟ ୧ କୋଟି ଟଙ୍କା ଠକେଇ ଅଭିଯୋଗରେ ବନ୍ଧନ ଚିଟଫଣ୍ଡ୍ ସଂସ୍ଥାର ମୁଖ୍ୟ ଦେବୀ ପ୍ରସାଦ ମହାରଣାଙ୍କୁ ପୋଲିସ୍‌ ଗିରଫ କରିଛି। ବଲାଙ୍ଗିର ଟାଉନ୍ ପୋଲିସ ତାଙ୍କୁ କଟକରୁ ଗିରଫ କରିଥିବା ଜଣାପଡିଛି। ଗିରଫ ଦେବୀଙ୍କର ଘର ଛତିଆ ଅଞ୍ଚଳରେ। ପୂର୍ବରୁ ଦେବୀଙ୍କର ୨ ସହଯୋଗୀ ଗିରଫ ହୋଇଥିଲେ

bandhan

bandhan

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 07:33 PM IST

Sports

Latest News

ବଲାଙ୍ଗିର: ଧରାପଡିଲେ ବନ୍ଧନ ଚିଟଫଣ୍ଡ୍ ମୁଖ୍ୟ। ପ୍ରାୟ ୧ କୋଟି ଟଙ୍କା ଠକେଇ ଅଭିଯୋଗରେ ବନ୍ଧନ ଚିଟଫଣ୍ଡ୍ ସଂସ୍ଥାର ମୁଖ୍ୟ ଦେବୀ ପ୍ରସାଦ ମହାରଣାଙ୍କୁ ପୋଲିସ୍‌ ଗିରଫ କରିଛି। ବଲାଙ୍ଗିର ଟାଉନ୍ ପୋଲିସ ତାଙ୍କୁ କଟକରୁ ଗିରଫ କରିଥିବା ଜଣାପଡିଛି। ଗିରଫ ଦେବୀଙ୍କର ଘର ଛତିଆ ଅଞ୍ଚଳରେ। ପୂର୍ବରୁ ଦେବୀଙ୍କର ୨ ସହଯୋଗୀ ଗିରଫ ହୋଇଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos