ସୋଶାଲ୍‌ ମିଡିଆରେ ପତ୍ନୀଙ୍କ ଆପତ୍ତିଜନକ ଫଟୋ ଛାଡ଼ି ସ୍ୱାମୀ ଗିରଫ

କଟକ(ଓଡ଼ିଶା ରିପୋର୍ଟର): ଦୂରରେ ରହୁଥିବା ବନ୍ଧୁ ଓ ପରିଜନଙ୍କ ସହ ଯୋଗଯୋଗରେ ରହିବାକୁ ସୋଶାଲ୍‌ ମିଡିଆ ଏବେ ଏକ ଉତ୍ତମ ମାଧ୍ୟମ ସାଜିଛି। ହେଲେ କିଛି ଲୋକ ଏମିତି ଅଛନ୍ତି, ଯେଉଁମାନେ ଏହାର ଖରାପ ବ୍ୟବହାର କରୁଛନ୍ତି। ସୋଶାଲ ମିଡିଆକୁ ଏପରି ଅପବ୍ୟବହାର କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ହୋଇଛି। ପତ୍ନୀଙ୍କ ଆପତ୍ତିଜନକ ଫଟୋ ସହ ଅଶାଳୀନ ମେସେଜ୍ ଦେବା ଅଭିଯୋଗରେ ତାଙ୍କୁ ପୁଲିସ୍‌ ଗିରଫ କରିଛି। ଘଟଣାଟି କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ […]

c

c

Manoranjan Sial
  • Published: Thursday, 25 October 2018
  • Updated: 25 October 2018, 09:55 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଦୂରରେ ରହୁଥିବା ବନ୍ଧୁ ଓ ପରିଜନଙ୍କ ସହ ଯୋଗଯୋଗରେ ରହିବାକୁ ସୋଶାଲ୍‌ ମିଡିଆ ଏବେ ଏକ ଉତ୍ତମ ମାଧ୍ୟମ ସାଜିଛି। ହେଲେ କିଛି ଲୋକ ଏମିତି ଅଛନ୍ତି, ଯେଉଁମାନେ ଏହାର ଖରାପ ବ୍ୟବହାର କରୁଛନ୍ତି। ସୋଶାଲ ମିଡିଆକୁ ଏପରି ଅପବ୍ୟବହାର କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ହୋଇଛି। ପତ୍ନୀଙ୍କ ଆପତ୍ତିଜନକ ଫଟୋ ସହ ଅଶାଳୀନ ମେସେଜ୍ ଦେବା ଅଭିଯୋଗରେ ତାଙ୍କୁ ପୁଲିସ୍‌ ଗିରଫ କରିଛି। ଘଟଣାଟି କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ କେରିଲୋ ଗାଁରେ ଘଟିଛି। ଗିରଫ ଯୁବକ ଜଣଙ୍କ ହେଲେ ବିକାଶ ରଞ୍ଜନ ସିଂ।

ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍ ତାଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ ବିକାଶ, ମହିଳା ଜଣଙ୍କୁ କୋର୍ଟରେ ବିବାହ କରିଥିଲେ। ଏହାପରେ ସେ ଯୌତୁକ ଦାବିରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ବିକାଶଙ୍କୁ ଛାଡ଼ପତ୍ର ଦେବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲା ଏବେ ବିଚାରାଧୀନ ଥିବା ବେଳେ ବିକାଶ ସୋଶାଲ୍‌ ମିଡିଆରେ ମହିଳାଙ୍କ ଆପତ୍ତିଜନକ ଫଟୋ ଛାଡ଼ି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ।

https://youtu.be/Pi_e3SWQko8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story