ତଦନ୍ତରେ ଅନିୟମିତତା କାରଣରୁ ନିଲମ୍ୱିତ ହେଲେ ପୁଲିସ୍ ଏଏସ୍‌ଆଇ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ପୁଲିସ୍‌ ବିଟ୍‌ ହାଉସ୍‌ ଏଏସ୍‌ଆଇ ଅପର୍ତ୍ତି ସାହୁ ନିଲମ୍ୱିତ ହୋଇଛନ୍ତି। ତାଙ୍କୁ ଆଜି ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ନିଲମ୍ୱନ ଆଦେଶ ଦେଇଛନ୍ତି। ଏଏସ୍‌ଆଇ ଅପର୍ତ୍ତି ସାହୁ  ୨୦୧୫ ମସିହାରେ ନୟାଗଡ଼ ଟାଉନ୍ ଥାନାରେ କାର୍ଯ୍ୟକରୁଥିବା ବେଳେ  ଏକ ସଡ଼କ ଦୁର୍ଘଟଣା ଘଟଣାରେ ଦୁର୍ଘଟଣା ଘଟିଥିବା ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନମ୍ୱରରେ କେସ୍‌ କରିଥିଲେ। ସେ  ଭୁଲ୍ ତଥ୍ୟ ଦେବା ଓ […]

nayagada

nayagada

Jyoshna Pradhan
  • Published: Friday, 18 October 2019
  • Updated: 18 October 2019, 02:44 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ପୁଲିସ୍‌ ବିଟ୍‌ ହାଉସ୍‌ ଏଏସ୍‌ଆଇ ଅପର୍ତ୍ତି ସାହୁ ନିଲମ୍ୱିତ ହୋଇଛନ୍ତି। ତାଙ୍କୁ ଆଜି ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ନିଲମ୍ୱନ ଆଦେଶ ଦେଇଛନ୍ତି।

ଏଏସ୍‌ଆଇ ଅପର୍ତ୍ତି ସାହୁ  ୨୦୧୫ ମସିହାରେ ନୟାଗଡ଼ ଟାଉନ୍ ଥାନାରେ କାର୍ଯ୍ୟକରୁଥିବା ବେଳେ  ଏକ ସଡ଼କ ଦୁର୍ଘଟଣା ଘଟଣାରେ ଦୁର୍ଘଟଣା ଘଟିଥିବା ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନମ୍ୱରରେ କେସ୍‌ କରିଥିଲେ। ସେ  ଭୁଲ୍ ତଥ୍ୟ ଦେବା ଓ ତଦନ୍ତରେ ଅନିୟମିତତା କାରଣରୁ  ଏସ୍‌ପି ତାଙ୍କୁ  ନିଲମ୍ୱିତ କରିଛନ୍ତି।

ଗତ ୨୦ ଦିନ ତଳେ ବହାଡ଼ଝୋଲା ଫାଣ୍ଡି ଅଧିକାରୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଥିଲା। ସେହିପରି  ଓଡ଼ଗାଁ ଏବଂ ଚାନ୍ଦପୁର ଥାନା ଆଇଆଇସିଙ୍କୁ ବଦଳି ପାଇଁ ନୟାଗଡ଼ ଏସପି ଆଦେଶ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story