‘ଏଇଠି ତଦନ୍ତ କରିବୁ, ମା’ ଝିଅଙ୍କୁ କୋଉଠିକୁ ନେବୁ ନାହିଁ’ କିନ୍ତୁ...

ବଲାଙ୍ଗିର( ମନୋରଂଜନ ଯୋଷୀ) : ଭବାନୀପାଟଣା ଆଶ୍ରୟ ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହେଲେ ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସ। ବଲାଙ୍ଗିର ସିଡବ୍ଳୁସି ତଦନ୍ତ କରି କୁକର୍ମ ସତ ବୋଲି ଭବାନୀପାଟଣା ସି.ଡବ୍ଳୁ.ସି କୁ ରିପୋର୍ଟ ଦେବା ପରେ ଅଭିଯୁକ୍ତ ନାଁରେ ରୁଜୁ ହୋଇଥିଲା ମାମଲା। କିନ୍ତୁ ତଦନ୍ତ ପାଇଁ ବଲାଙ୍ଗିର ଆସିଥିବା ଭବାନୀପାଟଣା ପୁଲିସ ଟିମ୍‌ର କାର୍ଯ୍ୟକଳାପକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବଲାଙ୍ଗିର ସିଡବ୍ଳୁସି ଅଧ୍ୟକ୍ଷ। ମାମଲାର ତଦନ୍ତ ଦିଗହରା ହୋଇପାରେ […]

742-

742-

Tapas Behera
  • Published: Monday, 22 July 2019
  • Updated: 22 July 2019, 08:24 PM IST

Sports

Latest News

ବଲାଙ୍ଗିର( ମନୋରଂଜନ ଯୋଷୀ) : ଭବାନୀପାଟଣା ଆଶ୍ରୟ ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହେଲେ ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସ। ବଲାଙ୍ଗିର ସିଡବ୍ଳୁସି ତଦନ୍ତ କରି କୁକର୍ମ ସତ ବୋଲି ଭବାନୀପାଟଣା ସି.ଡବ୍ଳୁ.ସି କୁ ରିପୋର୍ଟ ଦେବା ପରେ ଅଭିଯୁକ୍ତ ନାଁରେ ରୁଜୁ ହୋଇଥିଲା ମାମଲା। କିନ୍ତୁ ତଦନ୍ତ ପାଇଁ ବଲାଙ୍ଗିର ଆସିଥିବା ଭବାନୀପାଟଣା ପୁଲିସ ଟିମ୍‌ର କାର୍ଯ୍ୟକଳାପକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବଲାଙ୍ଗିର ସିଡବ୍ଳୁସି ଅଧ୍ୟକ୍ଷ। ମାମଲାର ତଦନ୍ତ ଦିଗହରା ହୋଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି।

ରବିବାର ପୀଡ଼ିତା ଝିଅ ଓ ତାଙ୍କ ମା’ଙ୍କୁ ଡାକି ସିଡବ୍ଳୁସି ଅଧ୍ୟକ୍ଷ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମିଳିତ ଭାବରେ ଦୁଇଘଣ୍ଟା ଧରି ରୁଦ୍ଧ କଠୋରୀ ଭିତରେ ତଦନ୍ତ କରିଥିଲେ। ତା’ପରେ ବଲାଙ୍ଗିର ସି.ଡବ୍ଳୁ.ସି ଅଧ୍ୟକ୍ଷ ସିଡବ୍ଳୁସି ଭବାନୀପାଟଣାକୁ ତଦନ୍ତ ରିପୋର୍ଟ ଦେଇଥିଲେ। ଆଉ ସେଠାରେ ଏତଲା ରୁଜୁ କରିବା ପାଇଁ ଅନୁରୋଧ କରିଥିଲେ।

କିନ୍ତୁ ଠିକ୍ ଏହି ସମୟରେ ଭବାନୀପାଟଣାରୁ ଏଚ୍ଆରପିସି ଡି.ଏସ୍.ପିଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍‌ ଆସି ପହଞ୍ଚିଥିଲେ ବଲାଙ୍ଗିରରେ। ସିଡବ୍ଳୁସିଙ୍କ ସହିତ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ସାକ୍ଷାତ ନକରି ସିଧାସଳଖ ପୀଡ଼ିତାଙ୍କ ଘରକୁ ଯାଇ ମା’ ଓ ଝିଅକୁ ଗାଡ଼ିରେ ବସାଇ ଆଣିଥିଲେ। ଏହି ସମୟରେ କଳାହାଣ୍ଡି ଏଚ୍ଆରପିସି  ଡିଏସପିଙ୍କୁ ପଚରା ଯିବାରୁ ସିଧା ସିଧା ଉତ୍ତର ଦେଇଥିଲେ, ଏଇଠି ତଦନ୍ତ କରିବୁ, ମାଆ ଝିଅଙ୍କୁ କୋଉଠିକୁ ନେବୁ ନାହିଁ। କିନ୍ତୁ କୌଣସି ଏକ ଅଜଣା ଜାଗାକୁ ନେଇ ତଦନ୍ତ କରୁଥିବା କହି, ସିଧା ମାଆ ଝିଅକୁ ନେଇ ଯାଇଥିଲେ। ଭବାନୀପାଟଣା  ପୁଲିସର ଏପରି କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ବଲାଙ୍ଗିର ସି.ଡବ୍ଳୁ.ସି ଅଧ୍ୟକ୍ଷ। ଏପରିକି ତଦନ୍ତ ଦିଗହରା ହୋଇପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ଯେ, ଭବାନୀପାଟଣାରେ ଥିବା ଆଶ୍ରୟ ଗୃହ ଭିଜନରେ ଅନ୍ତେବାସୀ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସିବା ପରେ, ପରଦିନ ରାତିରେ ଆଶ୍ରୟ ଗୃହ ଉପରେ ଚଢ଼ଉ କରିଥିଲେ ଭବାନୀପାଟଣା ଉପଜିଲ୍ଳାପାଳ। ରବିବାର ସକାଳୁ ସକାଳୁ ତଦନ୍ତ କରିଥିଲା ଭବାନୀପାଟଣା ପୁଲିସ।

ଆଶ୍ରୟ ଗୃହ ଭିତରେ ପୁଲିସର ତଦନ୍ତ ପ୍ରକ୍ରିୟା ଏମିତି ଥିଲା

ଆଶ୍ରୟ ଗୃହ ବାହାରେ ଜଗିଥିଲେ ଖାକି ବର୍ଦ୍ଦି ପିନ୍ଧା ପୁଲିସ।  ଆଉ ଭିତରେ ଖାକି ବର୍ଦ୍ଦି ପିନ୍ଧି, ଜଣ ଜଣ କରି ଛୁଆଙ୍କୁ ଡାକି ତଦନ୍ତ କରୁଥିଲେ ପୁଲିସ ବାବୁ।  ତଦନ୍ତ ସମୟରେ ପୁଲିସ ବାବୁଙ୍କ କଡ଼ରେ ବସିଥିଲା ଖୋଦ ଅଭିଯୁକ୍ତ ସରୋଜ ଦାସ। ଏଥିରୁ ଜଣାପଡୁଛି ପୁଲିସର ତଦନ୍ତ କେତେ ନିରପେକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story