ଧରା ପଡ଼ିଗଲା ପୁଲିସ୍‌ ବାବୁଙ୍କ ଚୋରା ପୀରତି, ତା’ ପରେ...

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଚୋରା ପୀରତି କରୁ କରୁ ଧରା ପଡ଼ିଗଲେ ପୁଲିସ୍‌ ବାବୁ । ନିଜର ଘର ସଂସାର ଥାଇ ବି ରଙ୍ଗିନ ମିଜାଜର ପୁଲିସ୍‌ ବାବୁ ବାହାରେ କରୁଥିଲେ ରାସଲୀଳା। ହେଲେ ଦୁର୍ଭାଗ୍ୟକୁ ପତ୍ନୀଙ୍କ ହାତରେ ଧରା ପଡ଼ିଗଲେ। ଆଖି ସାମନାରେ ପ୍ରେମିକା ସହ ସ୍ୱାମୀକୁ ଧରିଥିବା ପତ୍ନୀଙ୍କର ବି ପାରଦ କାହିଁ କେତେ ଉପରକୁ ଉଠିଗଲା। ଶେଷରେ ରାସ୍ତା ମଝିରେ ଆରମ୍ଭ ହୋଇଗଲା କ୍ୟାଟ୍‌ ଫାଇଟ୍‌। ଏପରି ହାଇ ଭୋଲଟେଜ ଡ୍ରାମା ଢେଙ୍କାନାଳ ଜିଲ୍ଲା […]

police

police

Niharika Rout
  • Published: Tuesday, 31 August 2021
  • Updated: 31 August 2021, 04:54 PM IST

Sports

Latest News

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଚୋରା ପୀରତି କରୁ କରୁ ଧରା ପଡ଼ିଗଲେ ପୁଲିସ୍‌ ବାବୁ । ନିଜର ଘର ସଂସାର ଥାଇ ବି ରଙ୍ଗିନ ମିଜାଜର ପୁଲିସ୍‌ ବାବୁ ବାହାରେ କରୁଥିଲେ ରାସଲୀଳା। ହେଲେ ଦୁର୍ଭାଗ୍ୟକୁ ପତ୍ନୀଙ୍କ ହାତରେ ଧରା ପଡ଼ିଗଲେ। ଆଖି ସାମନାରେ ପ୍ରେମିକା ସହ ସ୍ୱାମୀକୁ ଧରିଥିବା ପତ୍ନୀଙ୍କର ବି ପାରଦ କାହିଁ କେତେ ଉପରକୁ ଉଠିଗଲା। ଶେଷରେ ରାସ୍ତା ମଝିରେ ଆରମ୍ଭ ହୋଇଗଲା କ୍ୟାଟ୍‌ ଫାଇଟ୍‌। ଏପରି ହାଇ ଭୋଲଟେଜ ଡ୍ରାମା ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଜିରାଉତ ଗାଁ ଛକରେ ଘଟିଥିବା ବେଳେ ଦେଖଣାହାରୀଙ୍କର ବି ବେଶ୍‌ ଭିଡ଼ ଜମିଥିଲା। ଶେଷରେ ଖୋଦ ଥାନା ଅଧିକାରୀ ପହଞ୍ଚି ହରଡ଼ଘଣାରେ ପଡ଼ିଥିବା ପୁଲିସ୍‌ ବାବୁଙ୍କୁ ଉଦ୍ଧାର କରିବା ସହ ଘଟଣାର ସମାଧାନ ପାଇଁ ଚେଷ୍ଟା ଚଳାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନିହାଲପ୍ରସାଦ ଥାନାର ଜନୈକ ପୁଲିସ୍‌ ଅଧିକାରୀ ନିଜ ବାନ୍ଧବୀଙ୍କ ସହ ଭୁବନରୁ ମାର୍କେଟିଙ୍ଗ କରି ନିହାଲପ୍ରସାଦ ଫେରୁଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ ଓ ପୁଅ ପହଞ୍ଚିଗଲେ। ଉଭୟଙ୍କ ମଧ୍ୟରେ ହୋଇଗଲା ସାମନାସାମନି। ପ୍ରେମିକା ସହ ସ୍ୱାମୀଙ୍କୁ ଦେଖି ଆକ୍ରମଣାତ୍ମକ ହୋଇଗଲେ ମହିଳା। ଏହାପରେ ଘଟଣାସ୍ଥଳ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଉଭୟ ମହିଳାଙ୍କ ମଧ୍ୟରେ ଗାଳି ମାଡ଼ ରାମ୍ପୁଡ଼ା କାମୁଡ଼ା ଯାଏ କଥା ପହଞ୍ଚିଲା।

କୌଣସି ସୂତ୍ରରୁ ଖବର ପାଇ ଭୁବନ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇଥିଲେ। ଏବେ ସେହି ବିବାଦୀୟ ପୁଲିସ୍‌  ଅଧିକାରୀ ଓ ସମ୍ପୃକ୍ତ ମହିଳାଙ୍କ ନାଚ ଗୀତର ଭିଡିଓ ସୋଶାଲ ମିଡିଆରେ ବୁଲୁଛି ।

ସୂଚନାଯୋଗ୍ୟ, ଏହି ପୁଲିସ୍‌ ଅଧିକାରୀ ଜଣଙ୍କ  ଗତ ମାସ  ୨୭ ତାରିଖରୁ ନିହାଲପ୍ରସାଦରୁ ରାସୋଲ ବଦଳି ହୋଇଛନ୍ତି। ସେଠାରୁ ରିଲିଫ ହୋଇଥିଲେ ବି ରାସୋଲରେ  ଯୋଗ ଦେଉନାହାନ୍ତି । ଯାହାକୁ ନେଇ ସାଧାରଣରେ  ବେଶ ଚର୍ଚ୍ଚା ଚାଲିଛି।

https://youtu.be/2lkn6i75hzY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story