ଅଳିଆଗଦାରୁ ୫ ଖପୁରୀ ଜବତ

ଆଠଗଡ଼(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ତିଗିରିଆ ଥାନା ପୋଲିସ ଆଜି ନୂଆପାଟଣା ସ୍ପିନିଂ ମିଲ୍‌ ପରିସର ଏକ ଅଳିଆଗଦାରୁ ୫ଟି ମଣିଷ ଖପୁରୀ ଜବତ କରିଛି। ଏହି ଖପୁରୀ ଗୁଡ଼ିକ କେଉଁଠୁ ଆସିଲା, ତାହା ଜଣାପଡ଼ିନି। ପୋଲିସ ଖପୁରୀ ଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଏହି ଖପୁରୀ ଗୁଡ଼ିକୁ ଭୁବନେଶ୍ୱର ଲାବ୍‌କୁ ପଠାଯିବ ବୋଲି ପୋଲିସ କହିଛି।

police seize 5 khapuri

Rakesh Mallick
  • Published: Tuesday, 16 January 2018
  • , Updated: 16 January 2018, 05:49 PM IST

Related story