ଜଙ୍ଗଲ ଭିତରେ ଠାବ ହେଲା ବନ୍ଧୁକ ତିଆରି କାରଖାନା

‍‍‍ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ପୁଲିସକୁ ଆଜି ବଡ଼ ସଫଳତା ମିଳିଛି। ଜଙ୍ଗଲ ଭିତରେ ଚାଲିଥିବା ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି। ଏପରିକି ସେଠାରୁ ୨ଟି ବନ୍ଧୁକ ଜବତ କରିବା ସହିତ ଜଣକୁ ଗିରଫ କରିଛି ପୁଲିସ। ଏହି ଅଞ୍ଚଳଟି ନକ୍ସଲ ପ୍ରବଣ ହୋଇଥିବାରୁ ଏଠାରେ କେତେ ଦିନ ଧରି ଏହି ଦେଶୀ ବନ୍ଧୁକ କାରଖାନା ଚାଲିଥିଲା, ତାହା ଜଣାପଡ଼ିନି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି […]

Police-seize-a-desi-gun-factory-in-Kandhamal

Manoranjan Sial
  • Published: Saturday, 15 June 2019
  • Updated: 15 June 2019, 03:58 PM IST

Sports

Latest News

‍‍‍ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ପୁଲିସକୁ ଆଜି ବଡ଼ ସଫଳତା ମିଳିଛି। ଜଙ୍ଗଲ ଭିତରେ ଚାଲିଥିବା ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି। ଏପରିକି ସେଠାରୁ ୨ଟି ବନ୍ଧୁକ ଜବତ କରିବା ସହିତ ଜଣକୁ ଗିରଫ କରିଛି ପୁଲିସ। ଏହି ଅଞ୍ଚଳଟି ନକ୍ସଲ ପ୍ରବଣ ହୋଇଥିବାରୁ ଏଠାରେ କେତେ ଦିନ ଧରି ଏହି ଦେଶୀ ବନ୍ଧୁକ କାରଖାନା ଚାଲିଥିଲା, ତାହା ଜଣାପଡ଼ିନି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦଣ୍ଡିମା ଗାଁ ପାଖ ଜଙ୍ଗଲରେ ଗୋଟିଏ ଘରେ ଦେଶୀ ବନ୍ଧୁକ କାରଖାନା ଚାଲୁଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଉକ୍ତ ଦେଶୀ ବନ୍ଧୁକ କାରଖାନା ଉପରେ ଚଢ଼ଉ କରି ଦୁଇଟି ଦେଶୀ ବନ୍ଧୁକ ସମେତ ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି। ଏଥିସହ ବନ୍ଧୁକ ତିଆରି କରୁଥିବା ଶ୍ରାନିକେତା ଗାଁର ଅଭିଯୁକ୍ତ କୁନା ପ୍ରଧାନକୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଏବେ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story