କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ରାୟଗଡ଼ା(ମନୋଜ ପାତ୍ର): କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପୁଲିସ। ଜବତ ହୋଇଥିବା ଗଞ୍ଜେଇ ଜଙ୍ଗଲ ଭିତରେ ରଖାଯାଇଥିଲା। ସମୟ ସୁବିଧା ଦେଖି ଚାଲାଣ ହୋଇଥାଆନ୍ତା। ହେଲେ ଚାଲାଣ ପୂର୍ବରୁ ପୁଲିସ ଗଞ୍ଜେଇ ଜବତ କରିବା ସହିତ ମାଫିଆଙ୍କୁ ଗିରଫ କରିଛି। ଆଜି ଏପରି ଅଭିଯୋଗ ରାୟଗଡ଼ା ଜିଲ୍ଲାରୁ ଆସିଛି। ଅଭିଯୋଗରୁ ପ୍ରକାଶ, ଚନ୍ଦ୍ରପୁର ବ୍ଲକ୍‌ ରାବିଗୁଡା ଜଙ୍ଗଲ ଭିତରେ ବିପୁଳ ପରିମାଣର ଚୋରା ଗଞ୍ଜାଇ ରଖା ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ଚନ୍ଦ୍ରପୁର ଥାନା ପୁଲିସ […]

Cannabis

Cannabis

Manoranjan Sial
  • Published: Saturday, 10 July 2021
  • Updated: 10 July 2021, 05:52 PM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପୁଲିସ। ଜବତ ହୋଇଥିବା ଗଞ୍ଜେଇ ଜଙ୍ଗଲ ଭିତରେ ରଖାଯାଇଥିଲା। ସମୟ ସୁବିଧା ଦେଖି ଚାଲାଣ ହୋଇଥାଆନ୍ତା। ହେଲେ ଚାଲାଣ ପୂର୍ବରୁ ପୁଲିସ ଗଞ୍ଜେଇ ଜବତ କରିବା ସହିତ ମାଫିଆଙ୍କୁ ଗିରଫ କରିଛି। ଆଜି ଏପରି ଅଭିଯୋଗ ରାୟଗଡ଼ା ଜିଲ୍ଲାରୁ ଆସିଛି।

ଅଭିଯୋଗରୁ ପ୍ରକାଶ, ଚନ୍ଦ୍ରପୁର ବ୍ଲକ୍‌ ରାବିଗୁଡା ଜଙ୍ଗଲ ଭିତରେ ବିପୁଳ ପରିମାଣର ଚୋରା ଗଞ୍ଜାଇ ରଖା ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ଚନ୍ଦ୍ରପୁର ଥାନା ପୁଲିସ ଚଢ଼ଉ କରି ୫୯ଟି ବସ୍ତା ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ଓଜନ ୧୧ କ୍ୱିଣ୍ଟାଲ୍‌ ୮୦ କିଲୋ ହେବ। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣକରିଛି। ଏହି ଗଞ୍ଜେଇ ମୁନିଗୁଡାକୁ ଚାଲାଣ ହୋଇଥାଆନ୍ତା। ପରବର୍ତ୍ତୀ ସମୟରେ ସେଠାରୁ ବିଭିନ୍ନ ସ୍ଥାନକୁ ଚାଲାଣ ହେବା ପାଇଁ ଯୋଜନା କରାଯାଇଥିଲା। ଜବତ ଗଞ୍ଜାଇର ଆନୁମାନିକ ବଜାର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସେପଟେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୧ କ୍ୱିଣ୍ଟାଲ ୩୫ କେଜି ଗଞ୍ଜେଇ ଜବତ କରିଛି କ୍ରାଇମବ୍ରାଞ୍ଚ STF। ମୋହନାରୁ କୋଲକାତା ଚାଲାଣ ବେଳେ ଧରିଲା STF। ଏହି ମାମଲାରେ ଗୋଟିଏ କାର ଜବତ ସହ ୩ ଜଣଙ୍କୁ ଗିରଫ କରିଛି STF।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story