ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଆମ୍ୱୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିଲା। ଏପରି ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ଜୟପୁର ପୁଲିସ ଆମ୍ୱୁଲାନ୍ସକୁ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଆଜି ଗୋଟିଏ ଦିନରେ ପୁଲିସ ୬୬୦ କିଲୋ ଗଞ୍ଜେଇ ଜବତ କରିବା ସହ ୧୦ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି। ଗତକାଲି ବିଳମ୍ୱିତ ରାତିରେ ବୈପାରୀଗୁଡାରୁ ବୋରିଗୁମ୍ମା ଅଭୁମୁଖେ ଏକ ଆମ୍ୱୁଲାନ୍ସ ସାଇରନ୍‌ ବଜାଇ ଆସୁଥିଲା। କିନ୍ତୁ ଉକ୍ତ ଆମ୍ୱୁଲାନ୍ସରେ ନମ୍ବର ପ୍ଲେଟ୍‌ ନଥିଲା। […]

koraput

koraput

Manoranjan Sial
  • Published: Monday, 15 July 2019
  • Updated: 15 July 2019, 06:26 PM IST

Sports

Latest News

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଆମ୍ୱୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିଲା। ଏପରି ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ଜୟପୁର ପୁଲିସ ଆମ୍ୱୁଲାନ୍ସକୁ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଆଜି ଗୋଟିଏ ଦିନରେ ପୁଲିସ ୬୬୦ କିଲୋ ଗଞ୍ଜେଇ ଜବତ କରିବା ସହ ୧୦ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି।

ଗତକାଲି ବିଳମ୍ୱିତ ରାତିରେ ବୈପାରୀଗୁଡାରୁ ବୋରିଗୁମ୍ମା ଅଭୁମୁଖେ ଏକ ଆମ୍ୱୁଲାନ୍ସ ସାଇରନ୍‌ ବଜାଇ ଆସୁଥିଲା। କିନ୍ତୁ ଉକ୍ତ ଆମ୍ୱୁଲାନ୍ସରେ ନମ୍ବର ପ୍ଲେଟ୍‌ ନଥିଲା। ଜୟପୁର ପୁଲିସ ମନରେ ସନ୍ଦେହ ହେବାରୁ ପାତ୍ରପୁଟଠାରେ ଆମ୍ୱୁଲାନ୍ସକୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ଉକ୍ତ ଆମ୍ୱୁଲାନ୍ସରୁ ପୁଲିସ ୪୬୯ କିଲୋ ଗଞ୍ଜେଇ ଜବତ କରିଥିଲା। ଗଞ୍ଜେଇ ଚାଲାଣ ଅଭିଯୋଗରେ ଆମ୍ବୁଲାନ୍ସରେ ଥିବା ଚାରି ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଭିତରୁ ଦୁଇ ଜଣଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜୟପୁର ଏସ୍‌ଡିପିଓ ସାଗରିକା ନାଥ କହିଛନ୍ତି।

ଅନ୍ୟ ଏକ ଘଟଣାରେ ଜୟପୁର ପୁଲିସ ଏକ ବୋଲେରୋରୁ ୧୬୮ କିଲୋ ଗଞ୍ଜେଇ ଜବତ କରିଛି। ସେଥିରେ ଥିବା ଚାରି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଭିତରୁ ୨ଜଣ ଦିଲ୍ଲୀର ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଆଉ ଏକ ଘଟଣାରେ ବୈପାରୀଗୁଡା ଥାନା ପୁଲିସ କୋଟା ଘାଟି ଦେଇ ଯାଉଥିବା ଏକ ମୋଟରସାଇକଲରୁ ୨୩ କିଲୋ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story