କ୍ରସରକୁ ଯାଉଥିଲା ୫ ଟନ୍‌ ବିସ୍ଫୋରକ, ୧୨ ଦିନ ପରେ ନଷ୍ଟ କଲା ପୁଲିସ୍‌

ବୌଦ୍ଧ(ଦୀପକ ଅଦାର): ପ୍ରାୟ ୧୨ ଦିନ ପୂର୍ବେ ବିସ୍ପୋରକ ସାମଗ୍ରୀ ବୋଝେଇ ଏକ ଗାଡ଼ି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ପୁଲିସ୍‌ ଜବତ କରିଥିବା ବେଳେ ଆଜି ତାହାକୁ ନଷ୍ଟ କରିଛି। ଗାଡ଼ିରେ ଥିବା ପ୍ରାୟ ୫ ଟନ ବିସ୍ଫୋରକ ସାମଗ୍ରୀକୁ ଆଜି ନିକଟସ୍ଥ ଜଙ୍ଗଲରେ ନିଆଯାଇ ସେଠାରେ ନଷ୍ଟ କରାଯାଇଛି। ଏହି ବିସ୍ଫୋରକ ସାମଗ୍ର ଏକ କ୍ରସରକୁ ଆସୁଥିବା ଜଣାପଡ଼ିଥିବା ବେଳେ ଉକ୍ତ କ୍ରସର ମାଲିକ କିନ୍ତୁ ଏବେ ଫେରାର ଥିବା ବେଳେ ତାଙ୍କୁ ଖୋଜୁଛି […]

yyy

yyy

Niharika Rout
  • Published: Friday, 16 December 2022
  • Updated: 16 December 2022, 11:34 AM IST

Sports

Latest News

ବୌଦ୍ଧ(ଦୀପକ ଅଦାର): ପ୍ରାୟ ୧୨ ଦିନ ପୂର୍ବେ ବିସ୍ପୋରକ ସାମଗ୍ରୀ ବୋଝେଇ ଏକ ଗାଡ଼ି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ପୁଲିସ୍‌ ଜବତ କରିଥିବା ବେଳେ ଆଜି ତାହାକୁ ନଷ୍ଟ କରିଛି। ଗାଡ଼ିରେ ଥିବା ପ୍ରାୟ ୫ ଟନ ବିସ୍ଫୋରକ ସାମଗ୍ରୀକୁ ଆଜି ନିକଟସ୍ଥ ଜଙ୍ଗଲରେ ନିଆଯାଇ ସେଠାରେ ନଷ୍ଟ କରାଯାଇଛି। ଏହି ବିସ୍ଫୋରକ ସାମଗ୍ର ଏକ କ୍ରସରକୁ ଆସୁଥିବା ଜଣାପଡ଼ିଥିବା ବେଳେ ଉକ୍ତ କ୍ରସର ମାଲିକ କିନ୍ତୁ ଏବେ ଫେରାର ଥିବା ବେଳେ ତାଙ୍କୁ ଖୋଜୁଛି ପୁଲିସ୍‌।

ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଗୋଛାପଡ଼ା ପଞ୍ଚାୟତ ଅନ୍ତର୍ଗତ ସିଆଲିମୁଣ୍ଡା ଛକ ନିକଟରୁ ଗତ ୪ ତାରିଖରେ ବିସ୍ପୋରକ ସାମଗ୍ରୀ ବୋଝେଇ ଗାଡି ଜବତ କରିଥିଲା ପୁଲିସ । ଉକ୍ତ ଗାଡ଼ିରେ ପ୍ରାୟ ୫ ଟନ ବିସ୍ପୋରକ ସାମଗ୍ରୀ ଥିବା ଜଣାପଡ଼ିଥିବା ବେଳେ ତାହାକୁ ପୁଲିସ ସୁରକ୍ଷା ବଳୟ ଭିତରେ ରଖାଯାଇଥିଲା।

ପୁଲିସ୍‌ ତଦନ୍ତରୁ ଉକ୍ତ ଗାଡ଼ିରେ ରାମଚଣ୍ଡୀ କ୍ରସର ମାଲିକ ଶ୍ରୀନିବାସ ମିଶ୍ରଙ୍କ କ୍ରସରକୁ ବିସ୍ଫୋରକ ସାମଗ୍ରୀ ଯାଉଥିବା ଖବର ପାଇଥିଲା। ପୁଲିସ୍‌ ପଚରାଉଚରା କରିବାରୁ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ନେବା ନିମନ୍ତେ କୌଣସି ଅନୁମତିପତ୍ର ଦେଖାଇ ପାରି ନ ଥିଲେ ଶ୍ରୀନିବାସ।  ପୁଲିସ୍‌ ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ ଶ୍ରୀନିବାସ କିନ୍ତୁ ଫେରାର ହୋଇ ଯାଇଛନ୍ତି।

ଜବତ  ୫ ଟନ୍ ବିସ୍ଫୋରକ ସାମଗ୍ରୀକୁ ଆଜି ପୁଲିସ୍‌ ସୁରକ୍ଷା ମଧ୍ୟରେ  ଉଡ଼ବିଲକା ଜଙ୍ଗଲକୁ  ନିଆଯାଇଥିଲ।   ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସଙ୍କ ଉପସ୍ଥିତିରେ ଭୁବନେଶ୍ୱରରୁ ଆସିଥିବା ୫ ଜଣିଆ ବିସ୍ଫୋରକ ନିଷ୍କ୍ରିୟକାରୀ ଦଳ ଏହାକୁ ନିଷ୍କ୍ରିୟ କରିଥିଲେ। ଏହି ଘଟଣାରେ ପୁଲିସ୍ କିମ୍ବା ପ୍ରଶାସନ କୌଣସି ପ୍ରକାରେ ତଥ୍ୟ ଦେଉନାହିଁ ।

ଶ୍ରୀନିବାସ ମିଶ୍ର ସବୁବେଳେ ନିଜ କ୍ରସରରେ ଅତ୍ୟଧିକ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରୁଥିବାରୁ ସ୍ଥାନୀୟ ଲୋକେ ଘରେ ରହିବା ଅସମ୍ଭବ ହୋଇ ପଡ଼ୁଥିଲା। ଏପରିକି ସେମାନଙ୍କ ଘରେ ଫାଟ ସୃଷ୍ଟି ହେଉଥିବା ବେଳେ ବହୁ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହେଉଥିଲେ। ଏନେଇ ବାରମ୍ବାର ଅଭିଯୋଗ ପରେ ପୁଲିସ୍‌ ଗତ ୪ ତାରିଖରେ ଶ୍ରୀନିବାସଙ୍କ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା। ହେଲେ ଏହି ଘଟଣାରେ ପୁଲିସ୍‌ ଟାଳଟୁଳ ନୀତି ଅବଲମ୍ବନ କରି ମୁଖ୍ୟ ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story