ବଜାରରେ ବୁଲୁଛନ୍ତି ଅମାନିଆ, ସାବାଡ଼ କରୁଛି ପୁଲିସ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚି ସାରିଥିବା ବେଳେ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ବିଶ୍ରା ଏବଂ ନାଲା ରୋଡ଼ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନରେ କିଛି ଲୋକ ଗାଇଡ଼ ଲାଇନ୍‌ ନ ମାନି ଅମାନିଆ ହୋଇ ଏଣେ ତେଣେ ବୁଲୁ ଥିବାରୁ ପୁଲିସ  କଡା ପଦକ୍ଷେପ ଗ୍ରହଣ କରୁଛି । ଯେଉଁମାନେ ବିନା କାରଣରେ ଘରୁ ପଦାକୁ ବାହାରୁଛନ୍ତି ସେମାନଙ୍କୁ […]

RKL-2--1

Niharika Rout
  • Published: Thursday, 30 April 2020
  • , Updated: 30 April 2020, 08:53 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚି ସାରିଥିବା ବେଳେ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ବିଶ୍ରା ଏବଂ ନାଲା ରୋଡ଼ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନରେ କିଛି ଲୋକ ଗାଇଡ଼ ଲାଇନ୍‌ ନ ମାନି ଅମାନିଆ ହୋଇ ଏଣେ ତେଣେ ବୁଲୁ ଥିବାରୁ ପୁଲିସ  କଡା ପଦକ୍ଷେପ ଗ୍ରହଣ କରୁଛି ।

ଯେଉଁମାନେ ବିନା କାରଣରେ ଘରୁ ପଦାକୁ ବାହାରୁଛନ୍ତି ସେମାନଙ୍କୁ ପୁଲିସ ତାଗିଦ କରିବା ସହ ଲାଠି ମାରି ଘରକୁ ପଠାଇ ଦେଉଛି । ବିଶେଷ କରି ନାଲା ରୋଡ଼, ପୁରୁଣା ଷ୍ଟେସନ ରୋଡ଼, ପ୍ଲାଣ୍ଟସାଇଟ ରୋଡ଼, ଆନନ୍ଦ ଭବନ ଲେନ ଅଞ୍ଚଳରେ ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ମୁତୟନ କରାଯାଇଛି ।

Related story