ବର୍ଦ୍ଦିର ଜୁଲମ୍: ବିଚ୍ ରାସ୍ତାରେ ଯୁବକଙ୍କୁ ମାଡ଼, ଦେଖନ୍ତୁ ଭିଡିଓ

କଟକ(ଓଡ଼ିଶା ରିପୋର୍ଟର):ପୁଣିଥରେ ସାମ୍ନାକୁ ଆସିଛି ବର୍ଦ୍ଦିର ଜୁଲମ୍ । ବିଚ୍ ରାସ୍ତାରେ ଯୁବକଙ୍କୁ ମାଡ଼ ମାରିଛି ପୁଲିସ। କଟକ ପ୍ରେସ ଛକ ମାଛ ମାର୍କେଟର ଏହି ଘଟଣା ଘଟିଛି। ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଯୁବକ ଜଣକର ଭୁଲ ଏତିକି ଥିଲା ଯେ, ସେ ଗାଡ଼ିଟିକୁ ରାସ୍ତା ଉପରେ ରଖିଥିଲେ। ଏତିକିରେ ପୁଲିସ ଅଧିକାରୀଙ୍କ ମୁଣ୍ଡକୁ ପିତ ଚଢିଯାଇ ଥିଲା । ତା’ପରେ ପୁଲିସ ବାବୁ ଜଣକ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଥିଲେ।

45

Tapas Behera
  • Published: Sunday, 24 March 2019
  • , Updated: 24 March 2019, 04:46 PM IST

କଟକ(ଓଡ଼ିଶା ରିପୋର୍ଟର):ପୁଣିଥରେ ସାମ୍ନାକୁ ଆସିଛି ବର୍ଦ୍ଦିର ଜୁଲମ୍ । ବିଚ୍ ରାସ୍ତାରେ ଯୁବକଙ୍କୁ ମାଡ଼ ମାରିଛି ପୁଲିସ। କଟକ ପ୍ରେସ ଛକ ମାଛ ମାର୍କେଟର ଏହି ଘଟଣା ଘଟିଛି। ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଯୁବକ ଜଣକର ଭୁଲ ଏତିକି ଥିଲା ଯେ, ସେ ଗାଡ଼ିଟିକୁ ରାସ୍ତା ଉପରେ ରଖିଥିଲେ।

ଏତିକିରେ ପୁଲିସ ଅଧିକାରୀଙ୍କ ମୁଣ୍ଡକୁ ପିତ ଚଢିଯାଇ ଥିଲା । ତା’ପରେ ପୁଲିସ ବାବୁ ଜଣକ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଥିଲେ।

https://youtu.be/0_glI6X68w4

Related story