ଇଭିଏମ ଟ୍ୟାମ୍ପରିଂ ସନ୍ଦେହରେ ପୋଲିଂ କର୍ମଚାରୀଙ୍କୁ ତାଲା

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ ପୋଲିଂ କର୍ମଚାରୀଙ୍କୁ ଗାଁ ଲୋକେ ତାଲା ପକାଇ ଦେଇଥିବା ଜଣାପଡିଛି। ଇଭିଏମ ଟ୍ୟାମ୍ପରିଂ ଅଭିଯୋଗରେ ସ୍ଥାନୀୟ ଲୋକେ ପୋଲିଂ ପାର୍ଟିକୁ ବୁଥ୍ ଭିତରେ ତାଲା ପକାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। MPV-୬୦ରେ ଏକ ବୁଥ୍‌ରେ ଆଜି ମତଦାନ ହୋଇଥିଲା। ଭୋଟିଂ ସରିବା ପରେ ପୋଲିଂ ଅଧିକାରୀମାନେ ଏଜେଣ୍ଟଙ୍କୁ ବାହାର କରି EVM ସିଲ୍‌ କରିବା ପରିବର୍ତ୍ତେ ବଟନ୍ ପ୍ରେସ କରୁଥିବା ଗାଁ ଲୋକ ଝରକାରେ […]

vot.jpg11

vot.jpg11

Manoranjan Sial
  • Published: Thursday, 11 April 2019
  • Updated: 11 April 2019, 08:47 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ ପୋଲିଂ କର୍ମଚାରୀଙ୍କୁ ଗାଁ ଲୋକେ ତାଲା ପକାଇ ଦେଇଥିବା ଜଣାପଡିଛି। ଇଭିଏମ ଟ୍ୟାମ୍ପରିଂ ଅଭିଯୋଗରେ ସ୍ଥାନୀୟ ଲୋକେ ପୋଲିଂ ପାର୍ଟିକୁ ବୁଥ୍ ଭିତରେ ତାଲା ପକାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

MPV-୬୦ରେ ଏକ ବୁଥ୍‌ରେ ଆଜି ମତଦାନ ହୋଇଥିଲା। ଭୋଟିଂ ସରିବା ପରେ ପୋଲିଂ ଅଧିକାରୀମାନେ ଏଜେଣ୍ଟଙ୍କୁ ବାହାର କରି EVM ସିଲ୍‌ କରିବା ପରିବର୍ତ୍ତେ ବଟନ୍ ପ୍ରେସ କରୁଥିବା ଗାଁ ଲୋକ ଝରକାରେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏଜେଣ୍ଟଙ୍କ ସାମ୍ନାରେ EVM କଣ ପାଇଁ ସିଲ୍‌ କରାଗଲା ନାହିଁ ବୋଲି ଗାଁ ଲୋକେ ପଚାରିଥିଲେ? ପରେ EVM ଟ୍ୟାମ୍ପରିଂ ଅଭିଯୋଗ ଆଣି ଗାଁ ଲୋକେ ପୋଲିଂ କର୍ମଚାରୀଙ୍କୁ ଘେରିଥିଲେ।

ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୬ ଜଣ ପୋଲିଂ କର୍ମଚାରୀଙ୍କୁ ଏକ ଘରେ ପୁରାଇ ତାଲା ପକାଇ ଦେଇଥିଲେ। ଏପରିକି ବୁଥ୍‌ରେ ଥିବା ଟେବୁଲ ଓ ଚେୟାର ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନେ ତାଲା ଖୋଲିବାକୁ ରାଜି ହୋଇ ନ ଥିଲେ। ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story