ରାଜ୍ୟରେ ଚିହ୍ନଟ ହେଲେ ୧୬୪୩ ପଜିଟିଭ: ଖୋର୍ଦ୍ଧା ଓ ଗଞ୍ଜାମରେ ସଂଖ୍ୟା ସମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮ ଜିଲ୍ଲାରୁ ନୂଆ ୧୬୪୩  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୬୨୫ ଟି ହେଉଛି ଲୋକାଲ୍ କେସ୍‌।

ଗତ କିଛି ଦିନ ଧରି ଗଞ୍ଜାମ ଜିଲ୍ଲା କରୋନାର ହଟସ୍ପଟ ପାଲଟିଥିବା ବେଳେ ପଛକୁ ରହିଥିଲା ଖୋର୍ଦ୍ଧା ଜିଲ୍ଲା। ହେଲେ ଗତକାଲି ଗଞ୍ଜାମକୁ ପଛରେ ପକାଇ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଆଗୁଆ ଥିଲା ଖୋର୍ଦ୍ଧା ଜିଲ୍ଲା । କିନ୍ତୁ ଆଜି ୨ ଏହି ୨ ଜିଲ୍ଲାରେ ସମାନ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛନ୍ତି। ଏହି ୨ ଜିଲ୍ଲାରେ ୨୭୪ ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ରାଜ୍ୟରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କୃଷି ବିଲକୁ ବିରୋଧ କରି ସାରା ଦେଶରେ ଚାଷୀଙ୍କ ‘ଭାରତ ବନ୍ଦ’

କରୋନା ମୁକାବିଲା: କେନ୍ଦ୍ର ବଢ଼ାଇଲା ସହାୟତା ଅର୍ଥ, ୧୦୬୯ କୋଟି ମଞ୍ଜୁର

ସତ୍ୟନଗର ଶ୍ମଶାନ କହିବ ସତ କ’ଣ ?

ଦୁଷ୍କର୍ମ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କା ମାଗୁଛି ପୁଲିସ!

ଦିଲ୍ଲୀ ଦଙ୍ଗା: ଚାର୍ଜସିଟରେ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନାମ

ରାଜ୍ୟରେ ୪୩୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ONGC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

କରୋନାରେ ଚାଲିଗଲେ କେନ୍ଦ୍ରମନ୍ତ୍ରୀ

ମା’ ଓ ଗର୍ଭବତୀ ଝିଅଙ୍କୁ ହତ୍ୟା ଅଭିଯୋଗକୁ ନେଇ ହଙ୍ଗାମା, ୩ ଦିନ ପରେ ଜଳିଲା ଜୁଇ

କରୋନା ମହାମାରୀ ବେଳେ ବଢ଼ିଲା ବିଦ୍ୟୁତ୍‌ ଦର

ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ