ସ୍କୁଲ୍ ପାଚେରିରେ ଲାଗିଲା ନକ୍ସଲ ବିରୋଧୀ ପୋଷ୍ଟର

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି  ଜିଲ୍ଲା ଏମ୍‌ଭି ୭୯ରେ ନକ୍ସଲଙ୍କ ବିରୋଧରେ ପୋଷ୍ଟର ଲାଗିଛି। ସାବେରୀ ଉଚ୍ଚ ବିଦ୍ୟାଳୟର ପାଚେରିରେ ଏହି ପୋଷ୍ଟର ଲାଗିଛି। ହିଂସା ମୁକ୍ତ ଓଡ଼ିଶା ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଆଦିବାସୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇବା ବନ୍ଦ କରନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

malkangiri

malkangiri

Jitendra Garnayak
  • Published: Sunday, 19 August 2018
  • Updated: 19 August 2018, 08:18 AM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି  ଜିଲ୍ଲା ଏମ୍‌ଭି ୭୯ରେ ନକ୍ସଲଙ୍କ ବିରୋଧରେ ପୋଷ୍ଟର ଲାଗିଛି। ସାବେରୀ ଉଚ୍ଚ ବିଦ୍ୟାଳୟର ପାଚେରିରେ ଏହି ପୋଷ୍ଟର ଲାଗିଛି। ହିଂସା ମୁକ୍ତ ଓଡ଼ିଶା ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି।

ଆଦିବାସୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇବା ବନ୍ଦ କରନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos