୧୧, ୩୯୭ ଗାଁକୁ ଅନ୍ଧାର କରିଦେବେ ସରକାର ! ଆପଣଙ୍କ ଘର ଅଛି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ ବିଲ୍ ବକେୟା ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ସୂଚନା। ଜାନୁଆରୀ ୧୬ରୁ ସେସୁ ବିଦ୍ୟୁତ୍‌ ବିଚ୍ଛିନ୍ନ କାମ ଆରମ୍ଭ କରିବ। ଏଯାବତ ୧ ଲକ୍ଷ ୧୦ ହଜାର ଲୋକ ବକେୟା ପଇଠ କରିଛନ୍ତି। ବକେୟା ରଖିଥିବା ୭ ଲକ୍ଷ ଗ୍ରାହକଙ୍କ ମଧ୍ୟରୁ ୧.୧୦ ଲକ୍ଷ ଦେଇଛନ୍ତି। ବକେୟା ଥିବା ୧୯୭୧ କୋଟିରୁ ୨୧ କୋଟି ଆଦାୟ ହୋଇଛି। ବିଦ୍ୟୁତ୍‌ କାଟିବାକୁ ଆମେ ୧୧, ୩୯୭ ଗାଁକୁ ଚିହ୍ନଟ କରିଛୁ। ବିଦ୍ୟୁତ୍‌ କାଟିବାକୁ […]

n-7654

n-7654

Tapas Behera
  • Published: Thursday, 09 January 2020
  • Updated: 09 January 2020, 06:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ ବିଲ୍ ବକେୟା ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ସୂଚନା। ଜାନୁଆରୀ ୧୬ରୁ ସେସୁ ବିଦ୍ୟୁତ୍‌ ବିଚ୍ଛିନ୍ନ କାମ ଆରମ୍ଭ କରିବ। ଏଯାବତ ୧ ଲକ୍ଷ ୧୦ ହଜାର ଲୋକ ବକେୟା ପଇଠ କରିଛନ୍ତି। ବକେୟା ରଖିଥିବା ୭ ଲକ୍ଷ ଗ୍ରାହକଙ୍କ ମଧ୍ୟରୁ ୧.୧୦ ଲକ୍ଷ ଦେଇଛନ୍ତି।

ବକେୟା ଥିବା ୧୯୭୧ କୋଟିରୁ ୨୧ କୋଟି ଆଦାୟ ହୋଇଛି। ବିଦ୍ୟୁତ୍‌ କାଟିବାକୁ ଆମେ ୧୧, ୩୯୭ ଗାଁକୁ ଚିହ୍ନଟ କରିଛୁ। ବିଦ୍ୟୁତ୍‌ କାଟିବାକୁ ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ କରାଯାଇଛି। ବକେୟା ପଇଠ ନକଲେ ନିଶ୍ଚିତ ଭାବେ ବିଦ୍ୟୁତ୍‌  କଟାଯିବ। ବକେୟା ରଖିଥିବା ସରକାରୀ, ଘରୋଇ ଗ୍ରାହକଙ୍କୁ ନୋଟିସ ହୋଇଛି। ୫୯୬୫ ସରକାରୀ ଅନୁଷ୍ଠାନ ବକେୟା ରଖିଛନ୍ତି, ନୋଟିସ ହୋଇଛି।

ସୂଚନା ଅନୁଯାୟୀ, ପୂର୍ବରୁ ବିଦ୍ୟୁତ୍‌ ବିଲ୍‌ ବକେୟାକୁ ନେଇ ସେସୁର ସିଇଓ ଅରୁଣ ବୋଥ୍ରା ଆଜି ସାମ୍ୱାଦିକ ସମ୍ମିଳନୀ କରିଥିଲେ। ସାଧାରଣ ଖାଉଟିଙ୍କ ପାଖରେ ପାଖାପାଖି ୨ ହଜାର କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ଅଛି। ତେଣୁ ବକେୟା ବିଲ୍‌ ଆଦାୟ କରିବା ପାଇଁ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରାଯିବ ବୋଲି ବୋଥ୍ରା ସମ୍ମିଳନୀରେ କହିଛନ୍ତି।

ସିଇଓ ଅରୁଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି, ‘ସେସୁର ଆର୍ଥିକ ସ୍ଥିତି ବର୍ତ୍ତମାନ ଭଲ ନାହିଁ। ଲୋକଙ୍କ ପାଖରେ ୧୯୭୧ କୋଟି ଟଙ୍କା ବାକି ପଡ଼ିଛି। ତେଣୁ ମିଡିଆ ଜରିଆରେ ଆମେ ଲୋକଙ୍କୁ ଅନୁରୋଧ କରୁଛୁ, ବକେୟା ଥିବା ବିଲ୍‌ ପୈଠ କରନ୍ତୁ। ଆପଣମାନେ ଆମକୁ ପଇସା ପୈଠ କଲେ ଆମେ ଆପଣଙ୍କୁ ଭଲ ସର୍ଭିସ୍‌ ଦେଇପାରିବୁ। ଲୋକ ଚାହୁଁଛନ୍ତି ତାଙ୍କ ଏରିଆରେ ୨୪ ଘଣ୍ଟା ବିଜୁଳି ଏବଂ ଭୋଲ୍ଟଟେଜ୍‌ ସମସ୍ୟା ନରହୁ। କିନ୍ତୁ ଆମକୁ ପୂରା ପଇସା ଯୋଗାଇ ଦେଲେ, ଆମେ ଲୋକମାନଙ୍କୁ ଏହି ସୁବିଧା ଦେଇପାରିବୁ।’

ପାଖାପାଖି ୨ ବର୍ଷ ଧରି ଲକ୍ଷେ ଲୋକ ବକେୟା ପୈଠ କରିନାହାନ୍ତି। ତାଙ୍କ ମଧ୍ୟରେ ୫୮ ହଜାରରୁ ଅଧିକ ଲୋକ ରହିଛନ୍ତି, ଯେଉଁମାନଙ୍କ ପାଖରେ ୫୦ ହଜାରରୁ ଅଧିକ ବିଦ୍ୟୁତ୍‌ ବିଲ୍‌ ବାକି ଅଛି। ସେସବୁକୁ ମିଶାଇଲେ ୬୦୯୧ କୋଟି ଟଙ୍କା ହେବ। ସେହିପରି ବକେୟା ୧୯୭୧ କୋଟି ଟଙ୍କା ମଧ୍ୟରୁ ଡୋମେଷ୍ଟିକ୍‌ରେ ୯୨ ପ୍ରତିଶତ ଓ କର୍ମସିଆଲ୍‌ରେ ୭.୧ ପ୍ରତିଶତ ବିଲ୍‌ ବାକି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story