ଭିଡିଓ କନଫେରେନ୍‌ସିଂ ଜରିଆରେ କୋର୍ଟରେ ହାଜର ହେବେ ପ୍ରଦୀପ

ଭୁବନେଶ୍ୱର: କୋର୍ଟରେ ହାଜର ବେଳେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଥିବା ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଆଉ ହାଜର ପାଇଁ କୋର୍ଟ ଅଣାଯିବ ନାହିଁ। ଏଣିକି ଭିଡିଓ କନଫେରନସିଂ ମାଧ୍ୟମରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଏନେଇ ଅନୁମତି ଦେବାକୁ ସିବିଆଇ କୋର୍ଟରେ ଆବେଦନ କରିଛି। କେବଳ ପ୍ରଦୀପ ସେଠୀ ନୁହନ୍ତି ବିପଦ ଥିବା ଅଭିଯୁକ୍ତଙ୍କୁ ଭିଡିଓ କନଫେରନସିଂ ମାଧ୍ୟମରେ ହାଜର କରିବାକୁ ଭୁବନେଶ୍ୱର ସିବିଆଇ କୋର୍ଟରେ ଆବେଦନ କରାଯାଇଛି। ଚିଟଫଣ୍ଡ ଅଭିଯୁକ୍ତ ହୁଅନ୍ତୁ କି […]

pradeep

pradeep

Rakesh Mallick
  • Published: Thursday, 09 February 2017
  • Updated: 09 February 2017, 07:32 PM IST

Sports

Latest News

ଭୁବନେଶ୍ୱର: କୋର୍ଟରେ ହାଜର ବେଳେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଥିବା ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଆଉ ହାଜର ପାଇଁ କୋର୍ଟ ଅଣାଯିବ ନାହିଁ। ଏଣିକି ଭିଡିଓ କନଫେରନସିଂ ମାଧ୍ୟମରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଏନେଇ ଅନୁମତି ଦେବାକୁ ସିବିଆଇ କୋର୍ଟରେ ଆବେଦନ କରିଛି।

କେବଳ ପ୍ରଦୀପ ସେଠୀ ନୁହନ୍ତି ବିପଦ ଥିବା ଅଭିଯୁକ୍ତଙ୍କୁ ଭିଡିଓ କନଫେରନସିଂ ମାଧ୍ୟମରେ ହାଜର କରିବାକୁ ଭୁବନେଶ୍ୱର ସିବିଆଇ କୋର୍ଟରେ ଆବେଦନ କରାଯାଇଛି। ଚିଟଫଣ୍ଡ ଅଭିଯୁକ୍ତ ହୁଅନ୍ତୁ କି ଅନ୍ୟ ଅପରାଧରେ ସମ୍ପୃକ୍ତ ଅପରାଧୀ ସମସ୍ତଙ୍କୁ ଏହି ମାଧ୍ୟମରେ ହାଜର ପାଇଁ ସରକାରୀ ପିପିଙ୍କ ମାଧ୍ୟମରେ କୋର୍ଟରେ ଆବେଦନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story