ପ୍ରକାଶ ପାଇଲା ନାଇଜର ପ୍ରବେଶିକା ଫଳ, ଟପ୍ ଟେନରେ ଓଡିଶାରୁ ୨ ଜଣ

ଭୁବନେଶ୍ୱର : ଶୁକ୍ରବାର ପ୍ରକାଶ ପାଇଛି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଏଜୁକେସନ ଏଣ୍ଡ ରିସର୍ଚ୍ଚ ବା ନାଇଜର ପ୍ରବେଶିକା ଫଳ । ଏହି ସର୍ବଭାରତୀୟ ପରୀକ୍ଷାରେ ମୋଟ ୧୦୦ ସିଟ୍ ପାଇଁ ୧ ହଜାର ୬୧୪ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ମୋଟ ୪୬ ହଜାର ୬୧୭ ଜଣ ଏହି ପରୀକ୍ଷା ଦେଇଥିଲେ । ଚଣ୍ଡିଗଡ଼ର ନିଖିଲ ଗୋଏଲ ଅଲ ଇଣ୍ଡିଆ ଟପ୍ପର ହୋଇଛନ୍ତି। ସେହିପରି ଟପ୍ ଟେନରେ ଓଡିଶାର ୨ ଜଣ […]

rayagada

Rakesh Mallick
  • Published: Friday, 19 June 2015
  • , Updated: 19 June 2015, 09:26 AM IST

ଭୁବନେଶ୍ୱର : ଶୁକ୍ରବାର ପ୍ରକାଶ ପାଇଛି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଏଜୁକେସନ ଏଣ୍ଡ ରିସର୍ଚ୍ଚ ବା ନାଇଜର ପ୍ରବେଶିକା ଫଳ । ଏହି ସର୍ବଭାରତୀୟ ପରୀକ୍ଷାରେ ମୋଟ ୧୦୦ ସିଟ୍ ପାଇଁ ୧ ହଜାର ୬୧୪ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ମୋଟ ୪୬ ହଜାର ୬୧୭ ଜଣ ଏହି ପରୀକ୍ଷା ଦେଇଥିଲେ । ଚଣ୍ଡିଗଡ଼ର ନିଖିଲ ଗୋଏଲ ଅଲ ଇଣ୍ଡିଆ ଟପ୍ପର ହୋଇଛନ୍ତି। ସେହିପରି ଟପ୍ ଟେନରେ ଓଡିଶାର ୨ ଜଣ ରହିଛନ୍ତି। ସେମାନେ ହେଲେ ମନୀଷ କୁମାର ବେରା ଏବଂ ସ୍ପନ୍ଦନ କୁମାର ସାହୁ।

 

Related story