ନବୀନଙ୍କ ବଦଳରେ ସୁଶାନ୍ତଙ୍କୁ ଦାୟିତ୍ବ ଦେଇଦେଲେ ବବି !

  • Published: Tuesday, 04 July 2023
  • , Updated: 04 July 2023, 11:51 AM IST

ବରଗଡ଼ ନେତା ହେଲେ ସମ୍ବଲପୁରରେ ପୋଷ୍ଟର ଆଉ ରାଲି। ସମ୍ବଲପୁରରେ ବବିଙ୍କ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ସୁଶାନ୍ତ। ସମ୍ବଲପୁରରେ ସୁଶାନ୍ତ ସିଂହଙ୍କୁ ଚାର୍ଜ ଦେଇ ନାହାଁନ୍ତି ନବୀନ । ସମ୍ବଲପୁର ଜିଲ୍ଲା ସଭାପତି କହିଲେ, ପ୍ରଣବ ପ୍ରକାଶ କହିଥିଲେ ଆୟୋଜନ ପାଇଁ। ସୁଶାନ୍ତ ସମ୍ବଲପୁରରେ ଦମ ଦେଖାଇବା ସହ ସମର୍ଥକମାନଙ୍କ ବାଇକ୍ ଶୋଭାଯାତ୍ରା କରିଥିଲେ।

Related story