ପ୍ରସୂତିଙ୍କୁ ରାସ୍ତା ଛାଡ଼ିଲେନି! ଅଟୋରେ ଜନ୍ମ ହେଲା ପୁତ୍ର ସନ୍ତାନ

ଆନନ୍ଦପୁର(ମୁନ୍ନା ସିଂହ): ହଜିଗଲା ମାନବିକତା। ଯେତେ ଗୁହାରି କଲେ ମଧ୍ୟ କେହି ଶୁଣିଲେନି। ଶେଷରେ ଅଟୋ ଭିତରେ ପ୍ରସବ କଲେ ପ୍ରସୂତି। ଜନନୀ ଯନ୍ତ୍ରଣାର ଏଭଳି ଭୟଙ୍କର ଚିତ୍ର କେନ୍ଦୁଝର ଜିଲ୍ଲାରୁ ଆସିଛି। ମହୁଲଡିହା ଥାନା ଧାତିକିଡିହା ଗାଁର ଚକ୍ରଧର ମଢ଼େଇଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ପାଇଥିଲେ। ତେଣୁ ତାଙ୍କୁ ପରିବାର ଲୋକ ଏକ ଅଟୋରେ ମେଡିକାଲ ନେଉଥିଲେ। ହେଲେ ରିଲାଏନ୍ସ ପେଟ୍ରୋଲ ପମ୍ପ ପାଖରେ ଟ୍ରାଫିକ ଜାମ୍ ଯୋଗୁ ଅଟୋଟି ଫସି ଯାଇଥିଲା। ଅଟୋ ଚାଳକ […]

aaa

aaa

Manoranjan Sial
  • Published: Sunday, 18 October 2020
  • Updated: 18 October 2020, 08:42 AM IST

Sports

Latest News

ଆନନ୍ଦପୁର(ମୁନ୍ନା ସିଂହ): ହଜିଗଲା ମାନବିକତା। ଯେତେ ଗୁହାରି କଲେ ମଧ୍ୟ କେହି ଶୁଣିଲେନି। ଶେଷରେ ଅଟୋ ଭିତରେ ପ୍ରସବ କଲେ ପ୍ରସୂତି। ଜନନୀ ଯନ୍ତ୍ରଣାର ଏଭଳି ଭୟଙ୍କର ଚିତ୍ର କେନ୍ଦୁଝର ଜିଲ୍ଲାରୁ ଆସିଛି।

ମହୁଲଡିହା ଥାନା ଧାତିକିଡିହା ଗାଁର ଚକ୍ରଧର ମଢ଼େଇଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ପାଇଥିଲେ। ତେଣୁ ତାଙ୍କୁ ପରିବାର ଲୋକ ଏକ ଅଟୋରେ ମେଡିକାଲ ନେଉଥିଲେ। ହେଲେ ରିଲାଏନ୍ସ ପେଟ୍ରୋଲ ପମ୍ପ ପାଖରେ ଟ୍ରାଫିକ ଜାମ୍ ଯୋଗୁ ଅଟୋଟି ଫସି ଯାଇଥିଲା। ଅଟୋ ଚାଳକ ଓ ପରିବାର ଲୋକେ ଯେତେ ଅନୁରୋଧ କରିଥିଲେ ମଧ୍ୟ କେହି ରାସ୍ତା ଛାଡ଼ି ନଥିଲେ। ଦୀର୍ଘ ସମୟ ଧରି ଅଟୋଟି ରାସ୍ତାରେ ଛିଡ଼ା ହୋଇଥିଲା। ଶେଷରେ ସେହି ଅଟୋ ଭିତରେ ପ୍ରସୂତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story