ସାତ କିମି ଚାଲିଲେ ଗର୍ଭବତୀ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଦେହର ଯନ୍ତ୍ରଣାକୁ ଧରି ୭ କିମି ଚାଲିଲେ ଜଣେ ଜନନୀ। ଜଙ୍ଗଲୀ ଆବୁଡ଼ା ଖାବୁଡ଼ା ରାସ୍ତା ଅତିକ୍ରମ କରି ସେ ପହଞ୍ଚିଲେ ଆମ୍ୱୁଲାନ୍ସ ପାଖରେ। ଆଉ ତା’ପରେ ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ଚିତ୍ର ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ ଏଠି ମନରେ ପ୍ରଶ୍ନ ଉଠୁଛି, ଜନନୀ ଯନ୍ତ୍ରଣାର ଅନ୍ତ କେବେ ହେବ? କଣ ଏମିତି ଯନ୍ତ୍ରଣା ପାଇଚାଲିଥିବେ ଜନନୀ? ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ […]

Malkangiri

Malkangiri

Manoranjan Sial
  • Published: Monday, 29 November 2021
  • Updated: 29 November 2021, 09:46 PM IST

Sports

Latest News

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଦେହର ଯନ୍ତ୍ରଣାକୁ ଧରି ୭ କିମି ଚାଲିଲେ ଜଣେ ଜନନୀ। ଜଙ୍ଗଲୀ ଆବୁଡ଼ା ଖାବୁଡ଼ା ରାସ୍ତା ଅତିକ୍ରମ କରି ସେ ପହଞ୍ଚିଲେ ଆମ୍ୱୁଲାନ୍ସ ପାଖରେ। ଆଉ ତା’ପରେ ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ଚିତ୍ର ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ ଏଠି ମନରେ ପ୍ରଶ୍ନ ଉଠୁଛି, ଜନନୀ ଯନ୍ତ୍ରଣାର ଅନ୍ତ କେବେ ହେବ? କଣ ଏମିତି ଯନ୍ତ୍ରଣା ପାଇଚାଲିଥିବେ ଜନନୀ?

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ରାସବେଡା ପଞ୍ଚାୟତର ତାଗାବେଡା ଗାଁର ବୁଦା ସୀସାଙ୍କ ସ୍ତ୍ରୀ ଶୁକ୍ରୀ ସୀସା ଆଜି ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ଏ ସମ୍ପର୍କରେ ଜାଣିପାରି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଗାଁକୁ ରାସ୍ତା ନଥିବାରୁ ଆସିପାରିନଥିଲା ଆମ୍ୱୁଲାନ୍ସ। ଘରଠାରୁ ୭ କିମି ଦୂର ରାଶଗୁଡ଼ାରେ ଅଟକିଲା ୧୦୮ ଆମ୍ବୁଲାନ୍ସ। ଶେଷରେ ଗର୍ଭ ଯନ୍ତ୍ରଣା ଭିତରେ ଗର୍ଭବତୀ ଶୁକ୍ରୀ ଚାଲି ଚାଲି ବାହାରିଲେ ମେଡ଼ିକାଲ୍‌।

ସାଥୀରେ ଥିଲେ ପରିବାର ଲୋକ। ଜଙ୍ଗଲୀ ଆବୁଡ଼ା ଖାବୁଡ଼ା ରାସ୍ତାରେ ଦୀର୍ଘ ୭ କିମି ଚାଲିବା ପରେ ସେ ରାଶଗୁଡ଼ାରେ ପହଞ୍ଚିଲେ। ସେଠାରୁ ତାଙ୍କୁ ଆଣି ଖଇରପୁଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ଶୁକ୍ରୀଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ମଧ୍ୟ ଗାଁ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଚାଲି ଚାଲି ଯିବାକୁ ପଡ଼ୁଛି। ରାଜ୍ୟରେ କେବେ ସୁଧୁରିବ ଏ ଅବସ୍ଥା? ଏ ଯନ୍ତ୍ରଣାରୁ କେବେ ମୁକ୍ତି ପାଇବେ ଗର୍ଭବତୀ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story