‘ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିଧାୟକ କ’ଣ କ୍ରସ୍‌ ଭୋଟିଂ କରିବେ ?’

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍ ଭୋଟିଂ ହୋଇପାରେ। ଏପରି ଆଶଙ୍କା ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ଦିଲ୍ଲୀ ଗସ୍ତରେ ଥିବା ତାରା କହିଛନ୍ତି, ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କୁ ବହୁ ଜ୍ଞାନୀ, ଗୁଣି ସମର୍ଥନ କରୁଛନ୍ତି। ବିଜେପି, ଶିବସେନାର ବହୁ ସାଂସଦ ମୀରାଙ୍କୁ ଭୋଟ ଦେଇପାରନ୍ତି। ଏପରିକି ବିଜେଡିରୁ ବି କ୍ରସ୍ ଭୋଟିଂ ହେବ। ତେବେ ତାରାଙ୍କ ଏପରି ମନ୍ତବ୍ୟ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ମୁଖପାତ୍ର […]

tara

tara

Rakesh Mallick
  • Published: Monday, 26 June 2017
  • Updated: 26 June 2017, 10:56 PM IST

Sports

Latest News

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍ ଭୋଟିଂ ହୋଇପାରେ। ଏପରି ଆଶଙ୍କା ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ଦିଲ୍ଲୀ ଗସ୍ତରେ ଥିବା ତାରା କହିଛନ୍ତି, ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କୁ ବହୁ ଜ୍ଞାନୀ, ଗୁଣି ସମର୍ଥନ କରୁଛନ୍ତି। ବିଜେପି, ଶିବସେନାର ବହୁ ସାଂସଦ ମୀରାଙ୍କୁ ଭୋଟ ଦେଇପାରନ୍ତି। ଏପରିକି ବିଜେଡିରୁ ବି କ୍ରସ୍ ଭୋଟିଂ ହେବ।

ତେବେ ତାରାଙ୍କ ଏପରି ମନ୍ତବ୍ୟ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି- “ବିଜେଡିରେ ସେମିତି କିଛି ଘଟିବାର ନାହିଁ। ତାରା ବାହିନୀପତିଙ୍କ ଆଶା ଅଶାରେ ହିଁ ରହିଯିବ।”

କେବଳ ତାରା ନୁହନ୍ତି ରାଷ୍ଟ୍ରପତି ନିର୍ବାଚନକୁ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି-“ବିଜେଡି ମା’କୁ ସମ୍ମାନ ନାରା ଦେଉଛି। ଏହାକୁ କଥାରେ ନୁହେଁ କାମରେ କରି ଦେଖାଉ। ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡି ନିଷ୍ପତ୍ତିର ପୁନର୍ବିଚାର କରୁ।”

ସେ ଆହୁରି କହିଛନ୍ତି- “ବିଜେଡି ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଦିନରେ ବିକ୍ଷୋଭ କରୁଛି ଓ ରାତିରେ ସମର୍ଥନ କରୁଛି। ଏସବୁ ଆତ୍ମରକ୍ଷା ପାଇଁ।”

ଏହାସହ ମହାନଦୀ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି ପ୍ରସାଦ। ସେ କହିଛନ୍ତି,“ ଫୋନ୍‌ କଲ କଲେ ସମର୍ଥନ ଦେଇ ଦେଉଛ। ଫୋନରେ ଏସବୁ ସମସ୍ୟାର କାହିଁକି ସମଧାନ କରୁନାହଁ।”

ମୀରାକୁମାରଙ୍କୁ ସମର୍ଥନ ପାଇଁ ସେ ୧୪୭ ବିଧାୟକଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story