ବଢ଼ିପାରେ ରବୀନ୍ଦ୍ରଙ୍କ ଅଡୁଆ: ସାମୟିକ ସୁରକ୍ଷା ମାମଲାର ଶୀଘ୍ର ଶୁଣାଣି ପାଇଁ ସିବିଆଇ ଆବେଦନ

<p>କଟକ (ଓଡ଼ିଶା ରିପୋର୍ଟର): ସାଂସଦ ରବୀନ୍ଦ୍ର ଜେନାଙ୍କ ପାଇଁ ବଢ଼ିପାରେ ଅଡୁଆ। ହାଇକୋର୍ଟରୁ ସାଂସଦଙ୍କୁ ମିଳିଥିବା ସାମୟିକ ସୁରକ୍ଷା ମାମଲାର ଶୀଘ୍ର ଶୁଣାଣି ପାଇଁ ସିବିଆଇ ଆବେଦନ କରିଛି। ହାଇକୋର୍ଟରେ ସିବିଆଇ ଆଜି ବିଧିବଦ୍ଧ ଭାବେ ପିଟିସନ ଦାଖଲ କରିଛି।</p> <p>ସିସୋର ଚିଟଫଣ୍ଡ ମାମଲାରେ ରବୀନ୍ଦ୍ର କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଯେଉଁଥିରେ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଥିଲେ। ସିସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ସାଂସଦ ଜେନା ସିବିଆଇରେ ଆଗରୁ ଏକାଧିକ ଥର ହାଜର ହୋଇଛନ୍ତି।&nbsp; ଚିଟଫଣ୍ଡ ସଂସ୍ଥା ସିସୋର ସହିତ ତାଙ୍କ ବ୍ୟବସାୟିକ ସମ୍ପର୍କ ଥିବା ନେଇ ଅଭିଯୋଗ ଆସିଥିଲା।</p>

Ordigital Desk
  • Published: Friday, 24 November 2017
  • Updated: 24 November 2017, 10:27 PM IST

Sports

Latest News

<p>କଟକ (ଓଡ଼ିଶା ରିପୋର୍ଟର): ସାଂସଦ ରବୀନ୍ଦ୍ର ଜେନାଙ୍କ ପାଇଁ ବଢ଼ିପାରେ ଅଡୁଆ। ହାଇକୋର୍ଟରୁ ସାଂସଦଙ୍କୁ ମିଳିଥିବା ସାମୟିକ ସୁରକ୍ଷା ମାମଲାର ଶୀଘ୍ର ଶୁଣାଣି ପାଇଁ ସିବିଆଇ ଆବେଦନ କରିଛି। ହାଇକୋର୍ଟରେ ସିବିଆଇ ଆଜି ବିଧିବଦ୍ଧ ଭାବେ ପିଟିସନ ଦାଖଲ କରିଛି।</p><p>ସିସୋର ଚିଟଫଣ୍ଡ ମାମଲାରେ ରବୀନ୍ଦ୍ର କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଯେଉଁଥିରେ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଥିଲେ। ସିସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ସାଂସଦ ଜେନା ସିବିଆଇରେ ଆଗରୁ ଏକାଧିକ ଥର ହାଜର ହୋଇଛନ୍ତି।&nbsp; ଚିଟଫଣ୍ଡ ସଂସ୍ଥା ସିସୋର ସହିତ ତାଙ୍କ ବ୍ୟବସାୟିକ ସମ୍ପର୍କ ଥିବା ନେଇ ଅଭିଯୋଗ ଆସିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos