କୁଳପତିଙ୍କ ପାଖକୁ ଗଲା ଅଧ୍ୟାପକ-ଅଧ୍ୟାପିକାଙ୍କ ବିବାଦ
କଟକ (ଓଡ଼ିଶା ରିପୋର୍ଟର): ରେଭେନ୍ସା ବିଶ୍ୱବିଦ୍ୟାଳୟ ହିନ୍ଦି ବିଭାଗର ଅଧ୍ୟାପକ-ଅଧ୍ୟାପିକାଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଜଟିଳ ହେବାରେ ଲାଗିଛି। ହିନ୍ଦି ବିଭାଗ ମୁଖ୍ୟ ଅଭିଷେକ ଶର୍ମା ଏବଂ ରିଡର ଅଞ୍ଜମନ ଆରାଙ୍କ ଏହି ବିବାଦ କୁଳପତିଙ୍କ ନିକଟରେ ପହଞ୍ଚିଛି। ଅଭିଷେକଙ୍କ ଅଭିଯୋଗ, ଅଞ୍ଜମନ ତାଙ୍କୁ ମାରଧର କରିଛନ୍ତି। ସେପଟେ ଅଭିଷେକ ତାଙ୍କୁ ଯୌନ ନିର୍ଯାତନା ଦେଉଥିବା କୁଳପତିଙ୍କ ନିକଟରେ ପାଲଟା ଅଭିଯୋଗ ଆଣିଛନ୍ତି ଅଞ୍ଜମନ।
ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି। କମିଟିକୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ଏହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଭେନ୍ସା ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି।
Ordigital Desk
• Published: Thursday, 16 November 2017
• Updated: 16 November 2017, 05:10 PM IST
Sports
Latest News
କଟକ (ଓଡ଼ିଶା ରିପୋର୍ଟର): ରେଭେନ୍ସା ବିଶ୍ୱବିଦ୍ୟାଳୟ ହିନ୍ଦି ବିଭାଗର ଅଧ୍ୟାପକ-ଅଧ୍ୟାପିକାଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଜଟିଳ ହେବାରେ ଲାଗିଛି। ହିନ୍ଦି ବିଭାଗ ମୁଖ୍ୟ ଅଭିଷେକ ଶର୍ମା ଏବଂ ରିଡର ଅଞ୍ଜମନ ଆରାଙ୍କ ଏହି ବିବାଦ କୁଳପତିଙ୍କ ନିକଟରେ ପହଞ୍ଚିଛି। ଅଭିଷେକଙ୍କ ଅଭିଯୋଗ, ଅଞ୍ଜମନ ତାଙ୍କୁ ମାରଧର କରିଛନ୍ତି। ସେପଟେ ଅଭିଷେକ ତାଙ୍କୁ ଯୌନ ନିର୍ଯାତନା ଦେଉଥିବା କୁଳପତିଙ୍କ ନିକଟରେ ପାଲଟା ଅଭିଯୋଗ ଆଣିଛନ୍ତି ଅଞ୍ଜମନ।
ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି। କମିଟିକୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ଏହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଭେନ୍ସା ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos